ଓଡ଼ିଶା ପକ୍ଷ ପାଳନ ଅବସରରେ “ଲୋକକଳା ପାଇଁ ଦିନଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଆର,ଉଦୟଗିରି(ମନୋଜ କୁମାର ପାଢ):- ଓଡ଼ିଶା ପକ୍ଷ ପାଳନ ଉପଲକ୍ଷେ ଆଜି ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଅଗରଖଣ୍ଡି ଗ୍ରାମ ପଞ୍ଚାୟତର ଐତିହ୍ୟ ସମ୍ପନ୍ନ ବଡ଼ ଗାଁ ରେ ଜିଲ୍ଲାର ଲୋକକଳା ଗ୍ରାମ୍ୟ ଭାବେ ପରିଚିତ। ଏହି ଅବସରରେ ଆଜି ଓଡ଼ିଶା ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା…

ପୁରୁଷୋତ୍ତମପୁର ବ୍ଳକ ଓଡ଼ିଆ ପକ୍ଷ ପାଳନ ଦିବସ ଅବସରରେ ବରିଷ୍ଟ କଳା କାର ଙ୍କୁ ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ବ୍ଳକ କନଫ୍ରନ୍ସ ହଲରେ ଓଡ଼ିଆ ପକ୍ଷ ପାଳନ ଏବଂ ଲୋକ କଳା ଦିବସ ଅବସର ରେ ପାଞ୍ଚ ଜଣ ବରିଷ୍ଟ କଳାକାର ଙ୍କୁ ମାନ ପତ୍ର ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯିବା କାର୍ଯ୍ୟକ୍ରମ କୁ ଭତା ଅଧିକାରୀ କାହ୍ନୁ ଚରଣ ସୋରେନ…

ମୁଖ୍ୟ ରାସ୍ତା ଉପରେ ଛିଡାହୋଖିବା ଟ୍ରକ ପଛପଟୁ ପିଟିଲା ବାଇକ, ଜଣେ ଆହତ

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ରାୟଗଡ ଥାନା ସଦର ମହକୁମା ମୁଖ୍ୟ ରାସ୍ତାରେ ଗତକାଲି ସନ୍ଧ୍ୟା ସମୟରେ ଟ୍ରକକୁ (OD07- S- 9921) ପଛପଟୁ ଏକ ବାଇକ( OD20- C- 8403) ପିଟି ହେଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୁଚନା ମିଳିଛି । ସୁଚନା ପ୍ରକାରେ ବାଇକଟି ରାୟଗଡାରୁ ରଘନାଥ…

ଲୋକକଳା ପାଇଁ ଦିନଟିଏ, ଯୁବ ନାଟ୍ୟକାର ଙ୍କୁ ସମ୍ବର୍ଦ୍ଧନା

କନ୍ଧମାଳ: ୧୦/୦୪ ଓଡ଼ିଆ ପକ୍ଷ ପାଳନ ଅବସରରେ ଗୁରୁବାର ଦିନ କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ରେ ଜ଼ିଲ୍ଲା ପ୍ରଶାସନ ର ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ପାଇଁ ଦିନଟିଏ ଦିବସ ପାଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଜ଼ିଲ୍ଲା ର 12 ଗୋଟି ବ୍ଳକ କଳାକାରମାନେ ଯୋଗଦେଇ…

ବେଆଇନ ମହୁଲ ଗୋଦାମରେ ଅବକାରୀ ଚଢ଼ାଉ : ଲକ୍ଷାଧିକ ଟଙ୍କାର ମହୁଲ ଜବତ

ବାଲିଗୁଡା, ୧୦/୦୪[ସୁକାନ୍ତ କୁମାର ତ୍ରିପାଠୀ ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଏକ ବେଆଇନ ମହୁଲ ଗୋଦାମରେ ଚଢ଼ାଉ କରି ପ୍ରାୟ ୫୦ ଟି ଛୋଟ ବଡ଼ ବସ୍ତାରେ ଭର୍ତ୍ତି ମହୁଲ ଫୁଲକୁ ଜବତ କରିଛି। ବିଭାଗ, ଏହାର ଆନୁମାନିକ…

୧୫ରେ କଂଗ୍ରେସର ବ୍ଳକସ୍ତରିୟ କେଣ୍ଡଳ ସଭାଯାତ୍ରା ନେଇ ପ୍ରସୃତି ବୈଠକ ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିଦ୍ଦେଶ କ୍ରମେ ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଳକ କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଲ୍ୟାଣମଣ୍ଡପ ଠାରେ ପ୍ରସୃତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୧୫ ତାରିଖରେ ବ୍ଳକସ୍ତରିୟ କେଣ୍ଡଳ ସଭାଯାତ୍ରା ହେବା…

ଓଡ଼ିଶା ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଆର,ଉଦୟଗିରି(ମନୋଜ ପାଢୀ):- ଓଡ଼ିଶା ପକ୍ଷ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ…

ଗ୍ୟାସର ଦରବୃଦ୍ଧି ଅତିଶୀଘ୍ର ପ୍ରତ୍ୟାହାର କର ଦାବିରେ ପ୍ରତିବାଦ

ବ୍ରହ୍ମପୁର,(ବିଚିତ୍ରସାହୁ):- ଗ୍ୟାସର ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ସିପିଏମ ପକ୍ଷରୁ ଆଜି କମାପଲି ଛକଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠିତ ହୋଇଯାଇଛି।ଏଥିରେ ପାର୍ଟି ପକ୍ଷରୁ ଗ୍ୟାସ ସିଲିଣ୍ଡରରେ ୫୦ଟଙ୍କା ବୃଦ୍ଧି ସମ୍ପୂର୍ଣ୍ଣ ଭାବେ ଜନବିରୋଧୀ ଏବଂ ଲୋକଙ୍କ ଉପରେ ଏହା ପୁଣି ୭ହଜାର…

୭୮ତମ ପରିଚାଳକ ନିକାୟ ତଥା ୭୧ତମ ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ ପାଢୀ):- ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ପକ୍ଷରୁ ଆଜି ୭୮ତମ ପରିଚାଳକ ନିକାୟ ତଥା ୭୧ତମ ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ…

କିଶୋରୀ ବାଳିକା ଆଲୋଚନା ଚକ୍ର

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପୋଚାଲୁଣ୍ଡି ମା କାଳୀ କୃଷକ ବିଦ୍ୟାପୀଠ ରେ ଏକ " କିଶୋରୀ ବାଳିକା ଶିକ୍ଷା ଆଲୋଚନା ଚକ୍ର " ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଶିକ୍ଷକ ରମାରଞ୍ଜନ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ…
error: Content is protected !!