ଜଟଣୀରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଆଜି ଏପ୍ରିଲ ୧୭ ତାରିଖରେ ସାରା ରାଜ୍ୟରେ ଓଡ଼ିଶାର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବିଜେଡି ପକ୍ଷରୁ ପୌର ପରିଷଦ ମିଲ ପୋଖରୀ ଠାରେ ତିଳ ତର୍ପଣ ସହ ସ୍ମୃତିଚାରଣ…

ଗିରଫ ହେଲେ କୋଟିପତି ଯନ୍ତ୍ରୀ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଗିରଫ ହେଲେ ଅନୁଗୁଳ ଆଠମଲ୍ଲିକ AEE ରାମଚନ୍ଦ୍ର ଶତପଥୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଚଢାଉ ବେଳେ AEEଙ୍କର ଅମାପ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ଗୋଟିଏ…

୧୨ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଖୋର୍ଦ୍ଧା ଜିଲ୍ଲା (ସଞ୍ଜୀବ କୁମାର):- ଟ୍ୱିନ ସିଟି ସମେତ ରାଜ୍ୟରେ ୧୨ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ଘଡଘଡି, ବର୍ଷା ସହ ୫୦-୬୦ କିଲୋମିଟର ବେଗରେ ପବନ ପହିବାର…

କାର ଧକ୍କାରେ ମହିଳା ଗୁରୁତର

ବୁଗୁଡା,(ସୋରେନ କୁମାର ପ୍ରଧାନ):- ବୁଗୁଡ଼ା-କରସିଙ୍ଗି ମୁଖ୍ୟ ରାସ୍ତାରେ ଆସୁଥିବା ଜନୈକା ମହିଳା କାର୍ ଧକ୍କାରେ ଗୁରୁତର ହୋଇ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ଗୁରୁତର ମହିଳା ଜଣକ ନିକଟସ୍ଥ ଶ୍ରୀରାମ ନଗର ନିବାସୀ କୃଷ୍ଣ ଜେନାଙ୍କ ପତ୍ନୀ ସୁଷମା ଜେନା (୫୦)। ଘଟଣାରୁ…

ସହାୟତାର ହାତ ବଢାଇଲେ ବିପଦର ବନ୍ଧୁ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ସେହି ଧାରାରେ ଆଜି ବିପଦର ବନ୍ଧୁ ଓଡିଶାର ସଦସ୍ୟମାନେ ବୁଗୁଡ଼ା ବ୍ଲକ ବେଲପୁର ଗ୍ରାମର ଶରତ ନାୟକଙ୍କ ପରିବାର ପାଖରେ ପହଞ୍ଚିଥିଲେ। ଶରତ…

ଓଡିଶା ଆସିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଓ ଶକ୍ତିକାନ୍ତ ଦାସ

ଆଜି ଆସିବେ ଶକ୍ତିକାନ୍ତ, କାଲି ଆସିବେ ପିକେ ମିଶ୍ରସନ୍ଧ୍ୟା ୭ଟା ୫୫ରେ ଭୁବନେଶ୍ବରରେ ପହଞ୍ଚିବେ ଶକ୍ତିକାନ୍ତଆସନ୍ତାକାଲି ଘଟଗାଁ ତାରିଣୀଙ୍କ ଦର୍ଶନ କରିବେ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ଶକ୍ତିକାନ୍ତମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହ ବୈଠକ କରିବେକାଲି ଝାରସୁଗୁଡା…

ଖୋଲିଲା ଖୋର୍ଦ୍ଧା ରୋଡ଼–ବଲାଙ୍ଗୀର ନୂଆ ରେଳ ଲାଇନ୍ ପ୍ରକଳ୍ପର ସବୁଠୁ ଦୀର୍ଘତମ ଟନେଲ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଓଡିଶାର ରେଳ ଲାଇନରେ ଯୋଡି ହେଲା ଏକ ନୁଆ ଫର୍ଦ୍ଦ । କେବଳ ଓଡିଶା କାହିଁକି ଇଷ୍ଟକୋଷ୍ଟ ରେଳ ବିଭାଗର ସବୁଠାରୁ ବଡ ଟନେଲର ଫିଟିଛି ବାଟ । ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପର ବୌଦ୍ଧ ଜିଲା ଆଡେଣୀଗଡ ଠାରେ ନିର୍ମାଣଧୀନ ୪ କିମି…

ଦେଶରେ ପ୍ରଥମ ଥର ପାଇଁ ଟ୍ରାଏଲ ଟ୍ରେନରେ ଉପଲବ୍ଧ ହେବ ATM ସୁବିଧା

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଟ୍ରେନରେ ମିଳିବ ATM ସୁବିଧା । ଟ୍ରେନରେ ଯାତ୍ରୀଙ୍କ ସୁବିଧା ପାଇଁ କେନ୍ଦ୍ରୀୟ ରେଳବାଇ (Central Railway) ପଞ୍ଚବଟି ଏକ୍ସପ୍ରେସରେ ଏକ ATM ସ୍ଥାପନ କରିଛି । ବର୍ତ୍ତମାନ ଏହାକୁ ପରୀକ୍ଷାମୂଳକ ଭାବରେ…

ବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ ।

ଆର.ଉଦୟଗିରି, (ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ସକ୍ରିୟ ସଦସ୍ୟ ସମ୍ମିଳନୀ ରା ଉଦୟଗିରି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାଂସଦ ପ୍ରତିନିଧି ଆର୍ ବିଜୟ କୁମାର ଙ୍କ ସଂଯୋଜନାରେ ଏହି ସମ୍ମିଳନୀ ଆରମ୍ଭ ହୋଇଥିଲା, ମୁଖ୍ୟ ବକ୍ତା ଭାବେ…

କେରଳରେ ବସ୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଆର. ଉଦୟଗିରି,(ମନୋଜ କୁମାର ପାଢୀ):- ଗଜପତିରେ ପୁଣି ଦାଦନ ଦୁଃଖ। କେରଳରେ ବସ ଧକ୍କାରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ମୋହନା ଥାନା ଚନ୍ଦ୍ରଗିରି ଗ୍ରାମ ହରିଜନ ସାହିର ରସାନ୍ତ କୁମାର ମାଳି। ରସାନ୍ତ ୨ବର୍ଷ ତଳେ କେରଳର କୋଚି ଜିଲା ଅତାନିର ଏକ ହୋଟେଲରେ ଶ୍ରମିକ…
error: Content is protected !!