ଓଡିଶା ଆସିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଓ ଶକ୍ତିକାନ୍ତ ଦାସ

ଆଜି ଆସିବେ ଶକ୍ତିକାନ୍ତ, କାଲି ଆସିବେ ପିକେ ମିଶ୍ର
ସନ୍ଧ୍ୟା ୭ଟା ୫୫ରେ ଭୁବନେଶ୍ବରରେ ପହଞ୍ଚିବେ ଶକ୍ତିକାନ୍ତ
ଆସନ୍ତାକାଲି ଘଟଗାଁ ତାରିଣୀଙ୍କ ଦର୍ଶନ କରିବେ
୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ଶକ୍ତିକାନ୍ତ
ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହ ବୈଠକ କରିବେ
କାଲି ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବେ ପିକେ ମିଶ୍ର