ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ବିଶ୍ରାମ ଦିବସରେ ମା ‘ ଙ୍କ ନିକଟରେ ମହିଳା ମାନେ ପାଳିଲେ ସାବିତ୍ରୀ ବ୍ରତ

ବାଲିଗୁଡା, ୨୬/୦୫ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ସୋମବାର ୨୧ ଦିନରେ ପହଞ୍ଚି ଥିବା ବେଳେ ସାବିତ୍ରୀ ଅମାବାସ୍ୟା ଯୋଗୁଁ ମା 'ମାନେ ଅସ୍ଥାୟୀ ମଣ୍ଡପ ରେ ବିଶ୍ରାମ ନେଉଛନ୍ତି l ଅସ୍ଥାୟୀ ପୀଠ ରେ ମା 'ପାଟଖଣ୍ଡା…

୨୦ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: କଲିକତା ର ଅଘୋରୀ ନୃତ୍ୟ ସାଙ୍ଗ କୁ ପୁରୀର ଶିବ ତାଣ୍ଡବ ନୃତ୍ୟରେ…

ବାଲିଗୁଡା, ୨୫/୦୫ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ୨୦ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୫ ଦିନରେ ପହଞ୍ଚିଛି l ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା…

ବିକ୍ଷିପ୍ତା ସାହିତ୍ୟ ଅନୁଷ୍ଠାନର ଆବାହନୀ ସଂଗୀତ ଲୋକାର୍ପଣ ଓ ସାହିତ୍ୟ ସଭା ଅନୁଷ୍ଠିତ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ବିକ୍ଷିପ୍ତା ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଆବାହନୀ ସଂଗୀତ ଲୋକାର୍ପଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଡ.ଶ୍ୟାମା ପ୍ରସାଦ ମିଶ୍ର ତତ୍ୱାବଧାନରେ ଏବଂ ଶ୍ରୀ ସୁପ୍ରଜିତ ସାହୁଙ୍କ ଉଦଘୋଷଣାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର…

ବୁଡ଼ିଯାଉଛିମାଲବାହୀଜାହାଜ କେରଳର କୋଚି ନିକଟ ସମୁଦ୍ରରେ ବୁଡୁଛି ମାଲବାହୀ ଜାହାଜ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-ଲାଇବେରିଆର ଜାହାଜରୁ କର୍ମଚାରୀଙ୍କୁ ଉଦ୍ଧାର ଉଦ୍ୟମ ଜାରିଜାହାଜରେ ଥିବା ୨୪ କର୍ମଚାରୀଙ୍କ ମଧ୍ୟରୁ ୨୧ ଉଦ୍ଧାରଉଦ୍ଧାର କାର୍ଯ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ନିୟୋଜିତ

ମୋଦିଙ୍କୁମୋହନଙ୍କନିମନ୍ତ୍ରଣ

ଖୋର୍ଦ୍ଧା (ସଞ୍ଜୀବ କୁମାର):-କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନନୂଆଦିଲ୍ଲୀରେ ଜେ.ପି. ନଡ୍ଡା-ମୋହନ ମାଝୀ ସାକ୍ଷାତରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନାଦୁର୍ଗମ ଅଞ୍ଚଳରେ ଉଚ୍ଚମାନର ମେଡିକାଲ୍ ଭିତ୍ତିଭୂମି ଦାବି

ଜିଲ୍ଲାସ୍ତରୀୟ ଲେବଲ ଭି ଏକ୍ସ କ୍ୟାଡ଼ର ଶିକ୍ଷକ ସଙ୍ଗଠନ ପୁନର୍ଗଠିତ

ଆର,ଉଦୟଗିରି,(ମନୋଜ ପାଢୀ):- ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଲେବଲ ଭି ଏକ୍ସ କ୍ୟାଡ଼ର ଶିକ୍ଷକ ସଙ୍ଗଠନର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏକ୍ସ କ୍ୟାଡ଼ର ସଂଗଠନର ଏସ ଓ ପି ଓ ଗଜପତି ଜିଲ୍ଲାରେ ଏହାର…

ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରି ଜୈବ ବିବିଧତା ଐତିହ୍ୟ ଅଞ୍ଚଳରେ ସ୍ବଚ୍ଛତା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ।…

ଆର,ଉଦୟଗିରି,(ମନୋଜ ପାଢୀ):- ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ୨୦୨୫ ଅବସରରେ ପାରଳାଖେମୁଣ୍ଡି ବନ ବିଭାଗ ଦ୍ବାରା ମହେନ୍ଦ୍ରଗିରି ଜୈବ ବିବିଧତା ଐତିହ୍ୟ ଅଞ୍ଚଳର ଶିଖର ଉପରେ ଏକ ସ୍ବଚ୍ଛତା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଶ୍ରୀ କେ. ନାଗରାଜୁ…

ଡେଙ୍ଗାପୁଚି ଗ୍ରାମରେ ଉତ୍କଟ ଜଳ ସଙ୍କଟ…. ନାଳ ପାଣିକୁ ପିଇବା ପାଣି ଭାବେ ବ୍ୟବହାର କରୁଛନ୍ତି ଗ୍ରାମବାସୀ

ଆର,ଉଦୟଗିରି,(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପ ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଏଭଳି ସ୍ଥିତିରେ ଉତ୍କଟ ଜଳ ସଙ୍କଟ ଲୋକଙ୍କୁ ଆହୁରି ଅତିଷ୍ଟ କରୁଛି। ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଡେଙ୍ଗାପୁଚିବାସୀ ଗ୍ରାମରେ ପିଇବା ପାଣିର ଘୋର ସଙ୍କଟ ଦେଖା…

ମନ୍ତ୍ରୀ ବାଣ୍ଟିଲେ ସାବିତ୍ରୀ ଲୁଗା ଓ ଟଙ୍କା

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ଆମ ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ ସାବିତ୍ରୀ ଅମାବାସ୍ୟା ଏକ ଅତୁଟ ବନ୍ଧନ ଏହି ପରିପ୍ରେକ୍ଷୀରେ ଆଜି ପୋଲସରା ନିର୍ବାଚନ ମଣ୍ଡଳୀ ବୁଗୁଡ଼ା ବ୍ଲକର ସଙ୍ଗମ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ବିଶେଷ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ…

ପୁରୁଷୋତ୍ତମପୁର ସହରରେ ବିଜେପି କାର୍ଯ୍ୟକର୍ତାଙ୍କର ସମାବେଶ ରେ ଶୁଣିଲେ ପ୍ରଧାନମନ୍ତ୍ରୀ ଙ୍କ “ମନକି…

ପୁରୁଷୋତ୍ତମ‌ପୁର,(ପ୍ରସନ୍ନ କୁମାର ଦାସ):- ଆଜି ସକାକେ ପୁରୁଷୋତ୍ତମପୁରସହର ରେ ରେପ୍ରଧାନମନ୍ତ୍ରୀଙ୍କର ୧୨୨ତମ "ମନ କି ବାତ" କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକର୍ତାଙ୍କର ସମାବେଶ ଦେଖୁବାକୁ ମିଳିଥୁଲା । "ମନ କି ବାତ" ଏକ ରେଡିଓ କାର୍ୟକ୍ରମ ଏହା କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ…
error: Content is protected !!