ବାଲିଗୁଡା ରେ ଲଘୁଚାପ ଜନିତ ଲଗାଣ ବର୍ଷା, ଚାଷୀଙ୍କ ମୁହଁରେ ହସ: ଗରମ ଗୁଳୁଗୁଳିରୁ ଆଶ୍ବସ୍ତି

ବାଲିଗୁଡା : ୨୭/୦୫ କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ଲଘୁଚାପ ଜନିତ ଲଗାଣ ବର୍ଷା ମଙ୍ଗଳବାର ଅପରାହ୍ନ ୧. ୩୦ ରୁ ଆରମ୍ଭ ହୋଇ ୪ ପର୍ଯ୍ୟନ୍ତ ଲାଗିରହିଥିବା ଦେଖିବାକୁ ମିଳିଛି। ଏପରିକି ଏହା ପ୍ରାକ ମୌସୁମୀ ବର୍ଷା ବୋଲି ମଧ୍ୟ କୁହାଯାଉଛି। ଅଞ୍ଚଳରେ ଗତ କିଛି ଦିନ ହେଲା…

ଆହତ ସାମ୍ବାଦିକଙ୍କୁ ଭେଟିଲେ ମନ୍ତ୍ରୀ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ବରିଷ୍ଠ ସାମ୍ବାଦିକ ନରସିଂହ ସାହୁ ଦୁର୍ଘଟଣାରେ ଆହାତ ହୋଇଛନ୍ତି l ଗୋଡ଼ରେ ଅସ୍ତ୍ରୋପଚାର ହୋଇଛି l ଖବର ଶୁଣି ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୋସାଇଁନୂଆଗାଁ ଶାସ୍ତ୍ରୀ ନଗର ସ୍ଥିତ ତାଙ୍କ ବାସଭବନକୁ ଯାଇଥିଲେ l ସାମ୍ବାଦିକ ଶ୍ରୀ…

ନାଗପୁରସ୍ଥିତ ଜାତୀୟ କର୍କଟ ପ୍ରତିଷ୍ଠାନ ପରିସରରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ନିର୍ମାଣାଧିନ…

ଭୁବନେଶ୍ୱର,(ପି.ଆଇ.ବି):- କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ମହାରାଷ୍ଟ୍ରର ନାଗପୁରସ୍ଥିତ ଜାତୀୟ କର୍କଟ ପ୍ରତିଷ୍ଠାନ (ଏନ. ସି. ଆଇ.) ପରିସରରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ନିର୍ମାଣ କରାଯାଉଥିବା 'ସ୍ୱସ୍ତି ନିବାସ' ର ଭୂମି ପୂଜନ…

ଆଇଆଇଟିଏମ୍ ଦ୍ୱାରା ବିକଶିତ ବିଶ୍ୱର ପ୍ରଥମ ସ୍ୱଦେଶୀ ହାଇ-ରିଜୋଲ୍ୟୁସନ ‘ଭାରତ ପୂର୍ବାନୁମାନ ପ୍ରଣାଳୀ’କୁ…

ଭୁବନେଶ୍ୱର,(ପି.ଆଇ.ବି):-   କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ପରମାଣୁ ଶକ୍ତି ବିଭାଗ, ମହାକାଶ ବିଭାଗ, କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ…

ଖଣି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ନିର୍ଦ୍ଧେଶ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଖଣି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ହୋଇଛି l ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହା କହିଛନ୍ତି l ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲରେ…

ଘରେ ଓ ମନ୍ଦିରରେ ସାବିତ୍ରୀ ବ୍ରତ ପାଳନ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ପବିତ୍ର ଜ୍ୟେଷ୍ଠ ଅମବାସ୍ୟା ତିଥିରେ ବୁଗୁଡା ଅଞ୍ଚଳର ଘରେ ଘରେ ଏବଂ ବିଭିନ୍ନ ମନ୍ଦିରେ ସାବିତ୍ରୀ ବ୍ରତ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ବାଧୀ ନାରୀମାନଙ୍କ ପକ୍ଷରୁ ସ୍ବାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ଏହି ବ୍ରତ ପାଳନ…

ରଣାଲାଇ ଗ୍ରାମର ଦାଦନ ଖଟିବାକୁ ଯାଇଥିବା ମହିଳା ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ

     ଆର,ଉଦୟଗିରି(ମନୋଜ କୁମାର ପାଢୀ):- ପେଟ ପାଟଣା ପାଇଁ ଗଜପତି ଜିଲ୍ଲାର ନିଜର ଭିଟା ମାଟି ଛାଡି ସୁଦୂର ତାମିଲନାଡୁକୁ ମହିଳା ଦାଦନ ଶ୍ରମିକ ଭାବେ ଯାଇଥିବା ଜଣେ ମହିଳା ଶ୍ରମିକଙ୍କ ତାମିଲନାଡୁ ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି. ମୃତ ମହିଳା ଶ୍ରମିକଙ୍କ ନାମ ପ୍ରୀତି ଲତା…

ପାରଳାଖେମୁଣ୍ଡି ବସ୍ତି ସୁରକ୍ଷା ମଞ୍ଚର ଆମରଣ ଅନଶନ ପ୍ରଶାସନର ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ।

ଆର, ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦର ୧୪ ନମର ଗାର୍ଡ ସଞ୍ଜୟ ଗାନ୍ଧୀ କଲୋନୀ ଅଞ୍ଚଳରେ ଥିବା ବସ୍ତି ବାସିନ୍ଦାମାନେ ପାନୀୟ ଜଳ, ରାସ୍ତା, ବିଦ୍ୟୁତ୍ ସେବା ସହ ଜମି ପଟ୍ଟା ଆଦି ମୌଳିକ ସୁବିଧା ଦାବି କରି ଗତ ବୁଧବାର ଠାରୁ…

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୫୨ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଆର,ଉଦୟଗିରି(ମନୋଜ ପାଢୀ):- ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର,ଭାଷାଭିତ୍ତିକ ରାଷ୍ଟ୍ର ନିର୍ମାଣର ବଳିଷ୍ଠ ବିନ୍ଧାଣୀ ଉତ୍କଳ ବାସୀଙ୍କ ପାଇଁ ଗୌରବର ସ୍ୱାକ୍ଷର ବହନ କରୁଥିବା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା…

ବାଲିଗୁଡା ରେ ପବିତ୍ର ସାବିତ୍ରୀ ଅମାବାସ୍ୟା ପାଳିତ

ବାଲିଗୁଡା, ୨୬/୦୫ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଗାଁ ଠାରୁ ଆରମ୍ଭ କରି ସହରରେ ନିଷ୍ଠାର ସହ ପବିତ୍ର ସାବିତ୍ରୀ ଅମାବାସ୍ୟା ପାଳିତ ହୋଇଯାଇଛି l ଏହି ଅବସରରେ ମହିଳାମାନେ ପ୍ରତ୍ୟୁଷ ରୁ ସ୍ନାନ ଆଦି କାର୍ଯ୍ୟ ସାରି ନୂଆ, ଶାଢୀ ସହ ବିଭିନ୍ନ ସୁହାଗ ଜିନିଷ ପରିଧାନ…
error: Content is protected !!