ଠାକୁରାଣୀ ଯାତ୍ରା ଉପଲକ୍ଷେ ବସଷ୍ଟାଣ୍ଡ ସଂଘ ତରଫରୁ ଘୋଳ ଦହି ବଣ୍ଟନ

ବାଲିଗୁଡା,୨୫/୦୫:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା…

ବାଲିଗୁଡ଼ା ରେ ଦେବର୍ଷି ନାରଦ ଜୟନ୍ତୀ

ବାଲିଗୁଡା, ୨୫/୦୫ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶିକ୍ଷା ନିକେତନ ପରିସର ମଧ୍ୟରେ ଦେବର୍ଷି ନାରଦ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସାଂସଦ…

ନୁଆଁ ବସଷ୍ଟାଣ୍ଡ ନିର୍ମାଣ ଓ ବଜାର ରାସ୍ତା ସମ୍ପ୍ରସାରଣ ପାଇଁ ଉଛେଦ ପ୍ରକ୍ରିୟା ଆରମ୍ଭ

ବାଲିଗୁଡା : ୨୪/୦୫ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ହାଟପଦା ଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ତତ କାଳୀନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଶିଳାନ୍ୟାସ କରିଥିଲେ | ହେଲେ ଅଦ୍ୟାବଧି ସୁଦ୍ଧା ଏକ ସୁଲଭ ବସଷ୍ଟାଣ୍ଡ ପାଇଁ ଜମି ଅଧିଗ୍ରହଣ ହୋଇ ନ ଥିବାରୁ…

 ଡାଏବେଟିସ୍ ବା ମଧୁମେହ ରୋଗ କାହିଁକି ହେଇଥାଏ,ଏଥିରୁ ରକ୍ଷା ପାଇବେ କିପରି

ଖୋର୍ଦ୍ଧା(ସଞ୍ଜୀବ କୁମାର):- ଜୀବନରେ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଭାବରେ ଆବଶ୍ୟକ ଅଟେ। ଡାଏବେଟିସ୍ ଏକ ଏପରି ସମସ୍ୟା ଯାହାକି ଅନେକ ଲୋକଙ୍କୁ ହେଉଛି। ଏହା ବ୍ୟତୀତ ଯଦି କୌଣସି ଲୋକ ଘରେ ଡାଏବେଟିସ୍ ରୋଗୀ ଅଛନ୍ତି ତେବେ ସେ ପରିବାରର ଅନ୍ୟ ଲୋକମାନଙ୍କୁ ଡାଏବେଟିସ୍ ହେବାର ବହୁତ…

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶୋକ ସଭା

ଖୋର୍ଦ୍ଧା(ସଞ୍ଜୀବ କୁମାର):- ଜଟଣୀ ତା୨୩-୫- ୨୫ ଜଟଣୀ ସହର ସ୍ଥିତ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ଶ୍ରୀ ବିଜୟ କୁମାର ରଥଙ୍କର ଚଳିତ ମାସ ସେ୨୧ ତାରିଖରେ ଦେହାନ୍ତ ହୋଇ ଯାଇଛି । ସେ ଜଣେ ମେଲାପୀ, ବନ୍ଧୁ ବତ୍ସଳ,ସେବା ମନବୃତି ତଥା ଧର୍ମପରାୟଣ ବ୍ୟକ୍ତି ଭାବେ  ଜଣାଶୁଣା ଥିଲେ । ତାଙ୍କର…

ଜନଗହଳିପୂର୍ଣ୍ଣ ଟ୍ରାଫିକରୁ ହଟିବ ରେଡ୍‌ ଲାଇଟ୍‌

ଖୋର୍ଦ୍ଧା(ସଞ୍ଜୀବ କୁମାର);- ଜନଗହଳିପୂର୍ଣ୍ଣ ଟ୍ରାଫିକରେ ନିର୍ମାଣ ହେବ ଓଭରବ୍ରିଜଏନେଇ ପୂର୍ତ୍ତ ବିଭାଗ ସହ ସରିଛି ଆଲୋଚନାନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା‘ପ୍ରଥମେ ନନ୍ଦନକାନନ ଓ କଳ୍ପନା ରୋଡରେ ପଦକ୍ଷେପ’‘ଡିପିଆର ପ୍ରସ୍ତୁତ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ

SC/ST ପିଲାଙ୍କୁ ମିଳିବ ନିଯୁକ୍ତି ଭିତ୍ତିକ ତାଲିମ୍‌

ଖୋର୍ଦ୍ଧା(ସଞ୍ଜୀବ କୁମାର):-*-SC/ST ବର୍ଗର ଚାକିରି ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ**-ମାସିକ ୧ ହଜାର ଟଙ୍କା ଷ୍ଟାଇପେଣ୍ଡ ସହ ଦିଆଯିବ ନିଯୁକ୍ତି ଭିତ୍ତିକ ତାଲିମ୍‌**-ଶ୍ରମ ମନ୍ତ୍ରାଳୟ ଅଧୀନ SC/ST ଜାତୀୟ କ୍ୟାରିଅର ସେବା କେନ୍ଦ୍ର ପକ୍ଷରୁ ସୁଯୋଗ**-ଅଫିସ ଅଟୋମେସନ , ଆକାଉଣ୍ଟିଂ ଓ…

ପାରଳାଖେମୁଣ୍ଡି ମୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ବସ୍ତିବାସିନ୍ଦାଙ୍କ ଆମରଣ ଅନଶନ ତୃତିୟ ଦିନରେ ପହଞ୍ଚିଲା ୫…

ଆର,ଉଦୟଗିରି- (ମନୋଜ ପାଢୀ):- ପାରଳାଖେମୁଣ୍ଡି ପୌରପରିଷଦର୧୪ ନମ୍ବର ୱାର୍ଡ ସଞ୍ଜୟଗାନ୍ଧୀ କଲୋନୀ ଅଞ୍ଚଳରେ ଥିବା ବସ୍ତିବାସିନ୍ଦାଙ୍କ ପାନୀୟଜଳ ଓ ବିଦ୍ୟୁତ ସେବା ଆଦି ଯୋଗାଇବା ଦାବିରେ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଗତ ବୁଧବାର ଠାରୁ ଆରମ୍ଭ ହୋଇ ଥିବା ଆମରଣ ଅନଶନ ଆଜି ତୃତୀୟ…

ପଛୁଆ ବର୍ଗ ଙ୍କୁ ଶିକ୍ଷା ଓ ନିଯୁକ୍ତି ଶହ ପ୍ରତ୍ୟେକ କ୍ଷେତ୍ରରେ ୨୭% ସଂରକ୍ଷଣ ଦାବିରେ ଗଣ ଧାରଣାରେ ଗଜପତି ଜିଲ୍ଳା…

ଆର,ଉଦୟଗିରି,(ମନୋଜ ପାଢୀ):- ରାଜ୍ୟରେ ପଛୁଆ ବର୍ଗ ଙ୍କୁ ଶିକ୍ଷା ଓ ନିଯୁକ୍ତି ଶହ ପ୍ରତ୍ୟେକ କ୍ଷେତ୍ରରେ ୨୭% ସଂରକ୍ଷଣ ଯୋଗାଇ ଦେବା ଦାବିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ଭକ୍ତ ଚରଣ ଦାସ ଙ୍କ ନେତୃତ୍ୱରେ ଭୁବେନଶ୍ବର ସ୍ଥିତ…

ଗଜପତିରେ ଅନ୍ୟ ଧର୍ମକୁ ଚାଲି ଯାଇଥିବା ୧୫୦ ଜଣ ପୁରୁଷ ଓ ମହିଳା ହିନ୍ଦୁ ଧର୍ମକୁ ଫେରିଲେ

ଆର,ଉଦୟଗିରି:୨୩/୫(ମନୋଜ ପାଢୀ): ଗତ କିଛି ବର୍ଷ ତଳେ ନିଜ ଧର୍ମ ଛାଡି ଅନ୍ୟ ଧର୍ମକୁ ଚାଲି ଯାଇଥିବା ୨୯ ଗୋଟି ପରିବାରର ୧୫୦ ପୁରୁଷ ଓ ମହିଳା ନିଜ ଧର୍ମକୁ ଫେରିଛନ୍ତି. ଏହି ୧୫୦ ଜଣଙ୍କୁ ହିନ୍ଦୁ ପ୍ରେମୀଙ୍କ ଏକ ବିରାଟ ସମାବେଶରେ ସ୍ୱାଗତ ଓ ଅଭିନନ୍ଦନ ଜଣାଇ ଗ୍ରାମକୁ ପାଛୋଟି ନିଆ…
error: Content is protected !!