ଆଦିବାସୀ ମହାବିଦ୍ୟାଳୟରେ ଯୈ।ନ ନିର୍ଯାତନା ସଚେତନତା ସଭା

ବାଲିଗୁଡା -୧୪/୦୭:(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡ଼ା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଆଜି ମଧ୍ୟ।ହ୍ନରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳଙ୍କ ସଭାପତିତ୍ବରେ ଯୈ।ନ ନିର୍ଯାତନା ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଅନ୍ତରୀଣ ଅଭିଯୋଗ କମିଟି ଦ୍ବାରା ଆହୂତ ଏହି ସଭାରେ ପ୍ରଥମେ ସୈ।ମ୍ୟ୍।ଶ୍ରୀ ବିଶି ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଅଧ୍ୟାପିକା ଅରୁନ୍ଧତୀ ପ୍ରଧାନ ସ୍ଵାଗତ ଭାଷଣ ଦେଇ ସଭାର ଉଦ୍ଦେଶ୍ୟ ବଖାଣି ଥିଲେ।ପୀଠାସୀନ ଅଧିକାରିଣୀ ଅଧ୍ୟାପିକା ସ୍ନେହଲତା ମାଝୀ ବନବାସୀ ସେବା ସମିତିର ରୋକ୍ସାନା ସାଇନା ପର୍ବିନ୍ ଷ୍ଟାଫ୍ କାଉନସିଲ ଚେୟାରମେନ ଅଧ୍ୟାପକ ତେଜେଶ୍ଵର ନାୟକ ଏକାଉଣ୍ଟ୍ ବର୍ସର ଅଧ୍ୟାପକ ସରୋଜକୁମାର ପାଠୀ ଶୈକ୍ଷିକ ପରମର୍ଶଦାତା ଡ଼ଃ ସୁଶାନ୍ତ କୁମାର ଦାସ ଅଧ୍ୟାପିକା ସୁଲୋଚନା କହଁର ଉଦ୍ ବୋଧନ ଛଳରେ ଆଇନ୍ ର ଦିଗ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଛାତ୍ରୀ ତେଜସ୍ଵିନୀ ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପକ ହିମାଂଶୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Smart Computer Ad
You might also like
error: Content is protected !!