କଲେଜ ସମ୍ମୁଖରେ ଧାରଣା

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଚିନ୍ତାର ବିଷୟ ହୋଇପଡିଛି l ଏହି ଘଟଣାରେ ବିଭିନ୍ନ ସଂଗଠନ ତରଫରୁ ସରକାରଙ୍କୁ ଘେରାଉ କରା ଯାଉଛି l ଛାତ୍ରୀ ଜଣକଙ୍କ ଆତ୍ମାହୁତି ଘଟଣାର ତଦନ୍ତ ଜାରି ରହିଛି l ସହରର ଥିବା ବିଶ୍ବଵବିଦ୍ୟାଳୟ ଓ ବିଦ୍ୟାଳୟ ସମୁଖରେ ପ୍ରତିବାଦ ସଭା ଦେଖାଯାଇଛି l ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ଏଥିରେ ଭାଗ ନେଇଥିଲେ l କଡ଼ା କାର୍ଯ୍ୟନୁଷ୍ଠାନ ଦାବି ହୋଇଛି l ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି l

Smart Computer Ad
You might also like
error: Content is protected !!