୫ ଆଣ୍ଟିସୋସିଆଲ୍ ଗିରଫ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ନିମଖଣ୍ଡି ପୋଲିସ,୫ଜଣକୁ ଗିରଫ କରିଛି l ପିସ୍ତଲ,ଜୀବନ୍ତ ଗୁଳିଏବଂ ଖଣ୍ଡାକୁ ପୋଲିସ ଜବତ କରିଛି l ଅଭିଯୁକ୍ତ ପ୍ରସାନ୍ତ କୁମାର ସେଠୀ,କାଳିଆ ସେଠୀ,ଟୁନା ନାୟକ,ମହେଶ୍ୱର ପାତ୍ର, ମୁରଲୀ ସାହୁକୁ ପୋଲିସ ଗିରଫ କରିଛି l ରାତ୍ରି ପାଟ୍ରୋଲିଂ ସମୟରେ ସେମାନଙ୍କୁ କାବୁ କରିଥିବା ପୋଲିସ କହିଛ l ପୂର୍ବରୁ ଅପରାଧିକ ମାମଲାରେ ସେମାନଙ୍କ ନାମ ଜଡିତ ରହିଛି l ସେମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି l

Smart Computer Ad
You might also like
error: Content is protected !!