ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟ ରେ ଆଇସିସି କମିଟି ଗଠିତ

ତୁମୁଡ଼ିବନ୍ଧ :୧୯/୭ :(ସୁକାନ୍ତ କୁମାର ତ୍ରିପାଠୀ)ତୁମୁଡ଼ିବନ୍ଧ ନେତାଜୀ ସୁବାଷ ବୋଷ ସ୍ନାତକ ମହାବିଦ୍ୟାଳୟ ରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଇଛି। ଏଥିରେ ସଂଯୋଜିକା ଭାବେ ଇଂରାଜୀ ଅଧ୍ୟାପିକା ରୀନା ମାହାନ୍ତି ଓ ଅଧ୍ୟକ୍ଷ ଡ ବିଶ୍ୱେଶ୍ୱର୍ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥଲେ।ସଦସ୍ୟ ଭାବେ ସ୍ୱାଗତିକା ସାହୁ, ରମେଶ ଚନ୍ଦ୍ର ଦିଗାଲ, ମନିଷା ସାହୁ, ଶ୍ରାବଣୀ ବାରିକ, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ର ଉଦ୍ଦେଶ୍ୟ ଓ ସମାଜ ରେ ଉପଯୋଗୀତା ସଂପର୍କରେ ଆଲୋଚନା ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟ ରେ ଆଇସିସି କମିଟି ଗଠିତସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟ ରେ ଆଇସିସି କମିଟି ଗଠିତକରାଯାଇଥିଲା। ଅଧ୍ୟାପକ ଭାବେ ଦିପ୍ତିରଞ୍ଜନ ଦିଗାଲ । ତଥା ଛାତ୍ରୀ ସଦସ୍ୟା ହସିନ। ସେକ୍,ନିଶାର।ନି ନାୟକ, କିଯିମୟୀ ମଲ୍ଲିକ ରହିଛନ୍ତି ଏବଂ ଶ୍ରୀ ମତି ରାନୁ ମହାନ୍ତି ଙ୍କୁ ଏନଜିଓ ପ୍ରତିନିଧି ଭାବେ ରଖାଯାଇଛି । ଏହି ସଭାରେ ଅଣସିକ୍ଷକ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଅଧ୍ୟାପକ ସୁଶାନ୍ତ ସୁନା ଧନ୍ୟବାଦ ପ୍ରଦାନ କରିଥିଲେ।

You might also like
error: Content is protected !!