ବିଶ୍ୱ ମାନବ ଚାଲାଣ ବିରୋଧ ଦିବସ

ଆର,ଉଦୟଗିରି(ମନୋଜ ପାଢୀ):-

: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମା ଆଜି ବିଶ୍ୱ ମାନବ ଚାଳନା ବିରଧ ଦିବସ ପାଳନ କରାଯାଇଛି ଭାରତ ବର୍ଷରେ ହେଉଥିବା ମାନବ ଓ ଶିଶୁ ଚାଳନ ବହୁତ ମାତ୍ରାରେ ହେଉଛି ଏବଂ ଛୋଟ ଶିଶୁ ମାନଙ୍କୁ ଦୁଷ୍କର୍ମ ହେଉ ବା ଛୋଟ ପିଲାମାନଙ୍କ କାମ କରିବା ପ୍ରତି ମୁହୂର୍ତ ରେ ଶିଶୁ ମାନଙ୍କର ଅଧିକାର ଓ ଭବିଷ୍ୟତ ନଷ୍ଟ ହେଉଥିବା ଜଗୁ ଆଜି ekta right for children ତରଫରୁ ଗୋଟିଏ ଦିନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କରାଗଲା ମୁଖ୍ୟ ଅତିଥି ଭାବେ ଜଗ ଦେଲେ ଜିଲ୍ଲା ଶିଶୁ କଲ୍ୟାଣ କମିଟି ଅଧିକାରୀ ଅଶ୍ୱିନୀ କୁମାର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, 1098 ଚାଇଲଡ ହେଲ୍ପ ଲାଇନ ର ବୈଶାଳୀ ପଟନାୟକ, ସୁରଜ ଲିମା, ଟାଉନ ଥାନା ଅଧିକାରୀ ପି ସ୍ୱାଇଁ, କେ ସେଠି ଏବଂ ekta just right for children ନିର୍ଦେଶକ ପ୍ରଭାତ କୁମାର ପାଇକରାଇ ଓ ଏକ୍ତା ଷ୍ଟାପ ପ୍ରିୟାରୀ କୁଜୁର, ଅନିତା ନାଇକ, ଗୀତା ଦୋରା, ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ ଟାଉନ ହଲ ରେ କରାଗଲା ଏବଂ ଏସ କେ ସି ଜି ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ହୋଇଥିଲେ ।

You might also like
error: Content is protected !!