ବାଲିଗୁଡା ବନଖଣ୍ଡ ଅଧିକାରୀ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ବରିଷ୍ଠ ସାମ୍ୱାଦିକ ପ୍ରମୋଦ


ବାଲିଗୁଡା : ୧୭/୦୮:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧିକାରୀ ଭାବେ ଘନଶ୍ୟାମ ମହନ୍ତ ଦାୟିତ୍ଵ ଗ୍ରହଣ ଅବସରରେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ବାଲିଗୁଡା ର ବରିଷ୍ଠ ସାମ୍ବାଦିକ ତଥା ଯୁବ ନାଟ୍ୟକାର ମଞ୍ଚ ଅଭିନେତା ପ୍ରମୋଦ l ଶନିବାର ଦିନ ବନଖଣ୍ଡ ଅଧିକାରୀ ଙ୍କୁ ସାକ୍ଷାତ କରି ବନଖଣ୍ଡ ର ବିଭିନ୍ନ ବନାଞ୍ଚଳ ରେ ଜଙ୍ଗଲ ଓ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ସହିତ ଜଙ୍ଗଲବାଲିଗୁଡା ବନଖଣ୍ଡ ଅଧିକାରୀ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ବରିଷ୍ଠ ସାମ୍ୱାଦିକ ପ୍ରମୋଦବାଲିଗୁଡା ବନଖଣ୍ଡ ଅଧିକାରୀ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ବରିଷ୍ଠ ସାମ୍ୱାଦିକ ପ୍ରମୋଦବାଲିଗୁଡା ବନଖଣ୍ଡ ଅଧିକାରୀ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ବରିଷ୍ଠ ସାମ୍ୱାଦିକ ପ୍ରମୋଦବାଲିଗୁଡା ବନଖଣ୍ଡ ଅଧିକାରୀ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ବରିଷ୍ଠ ସାମ୍ୱାଦିକ ପ୍ରମୋଦ ବାଲିଗୁଡା ବନଖଣ୍ଡ ଅଧିକାରୀ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ବରିଷ୍ଠ ସାମ୍ୱାଦିକ ପ୍ରମୋଦରେ ବସବାସ କରୁଥିବା ଆଦିବାସୀ ଙ୍କ ଜୀବନ ଜୀବିକା କୁ ପ୍ରାଧାନ୍ୟ ଦେଇହେବ ସେନେଇ ଆଲୋଚନା କରିଥିଲେ l ସୂଚନାଯୋଗ୍ୟଯେ ଦୀର୍ଘ ଦଶବର୍ଷ ଧରି ପ୍ରମୋଦ ଜଙ୍ଗଲ ଓ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ବୃକ୍ଷ ରୋପଣ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଲୋକକଳା, ପଥପ୍ରାନ୍ତ ନାଟକ ମାଧ୍ୟମ ରେ ଉପାନ୍ତ ଅଞ୍ଚଳରେ ଜନ ସଚେତନତା ସୃଷ୍ଟି କରୁଛନ୍ତି l ବାଲିଗୁଡ଼ା ର ନୂତନ ବନଖଣ୍ଡ ଅଧିକାରୀ ଙ୍କ ସହିତ ସାକ୍ଷାତ ଆଲୋଚନା ପରେ ଖୁସି ପ୍ରକଟ କରିଛନ୍ତି ପ୍ରମୋଦ l

You might also like
error: Content is protected !!