ବାଲିଗୁଡା,୧୮/୮ (ସୁକାନ୍ତ କୁମାର ତ୍ରିପାଠୀ) ୭ମ ବାର୍ଷିକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ୧୮ ତାରିଖ ଦୀନ ବାରଖମା ଠାରେ ଅନୁଷ୍ଠିତ ହୋଇଯାଇଛି ଏହି ଟୁର୍ଣ୍ଣାମେଣ୍କ ଟି ସୋମବାର ଅପରାହ୍ନ 3 ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଥିଲା lଏହି କାଯ୍ୟକ୍ରମ ରେ ବାରଖମା BSF କ୍ୟାମ୍ପ କୋମାଣ୍ଡର ନିର୍ମଳ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ଭାଵରେ ଯୋଗ ଦେଇଥିଲେ l ଏହାର ପ୍ରଥମ ଦିନରେ ବାରିପଦାର 6-5 ରେ



ଚାମ୍ପିୟନ ହଇଥିବା ନେଇ ସୁଚନା ମିଳିଛି, ଏହି ଟୁର୍ନାମେଣ୍ଟ ବାରଖମା ଷ୍ପଟସ କ୍ଲବ୍ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିଥିବା ନେଇ ସୁଚନା ମିଳିଛି l
