ଲଗାଣ ବର୍ଷାରେ ଧସିଲା ମାଟି: ଗାଡି ଚଳାଚଳ ଠପ୍
ଗଜପତି,(ମନୋଜ ପାଢୀ):-
ବ୍ରହ୍ମପୁରଠାରୁ ରାୟଗଡା, ଜୟପୁର, କନ୍ଧମାଳ ଯାତାୟତ କରିବା ମୁଖ୍ୟ ରାସ୍ତା ୩୨୬ ଜାତୀୟ ରାଜପଥ ଠପ୍ ହୋଇପଡିଛି। କିଛିଦିନ ହେବ ଲଘୁଚାପ ଜନିତ ତୁହାକୁ ତୁହା ବର୍ଷା ଲାଗି ରହିଥିଲା। ଗତକାଲି ବୁଧବାର ଦିନଠାରୁ ଅତି ପ୍ରବଳ ବର୍ଷା ଯୋଗୁ ଆଜି ସନ୍ଧ୍ୟାରେ ମୋହନା!-->!-->!-->…