ଅଜଣା ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

ବାଲିଗୁଡା: ୦୩/୧୦(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ୫୯ ନଂମ୍ବର ଜାତୀୟ ରାଜପଥ କଡ଼ରେ ଥ‌ିବା ହୋଣ୍ଡା ସୋ ରୁମ୍ ନିକଟସ୍ଥ ସୁବୋଧ ଆନନ୍ଦ ସାହୁଙ୍କ ଘର ଆଗରୁ ଜଣେ ବୃଦ୍ଧାଙ୍କ ମୃତଦେହ ଠାବ କରିଛି ବାଲିଗୁଡା ପୋଲିସ lମୃତ ବୃଦ୍ଧାଙ୍କ ପରିଚୟ ମିଳିନ ଥିବା ବେଳେ ମୃତ୍ୟୁର କାରଣ ଅସ୍ପୃଷ୍ଟ ରହିଛି l ଘଟଣା ସମ୍ପର୍କରେ ଖବରପାଇ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି l

Smart Computer Ad
You might also like
error: Content is protected !!