ବାଲିଗୁଡା ରେ ପ୍ରବଳ ବର୍ଷା ଜନ ଜୀବନ ବ୍ୟାହତ

ବାଲିଗୁଡା: ୦୨/୧୦ (ସୁକାନ୍ତ କୁମାର ତ୍ରିପାଠୀ )କନ୍ଧମାଳ ଜିଲା ବାଲିଗୁଡା ଠାରେ ତୁହାକୁ ତୁହା ବର୍ଷା ଦୀନ ତମାମ ଲାଗି ରହିଛି ବର୍ଷା ସକାଳୁ ଆରମ୍ଭ ହୋଇ ଦୀନ ତମାମ ଲାଗି ରହିଥିଲା ବେଳେ ସନ୍ଧ୍ୟା ସମୟରେ ପ୍ରବଳ ବର୍ଷା ସହିତ ଘଡଘଡି ବିଜୁଳି ମାରୁଥିବା ବେଳେ ଆଜି ସନ୍ଧ୍ୟା ସମୟରେ ଲଘୁ ଚାପ ଜନିତ ବର୍ଷାର ପ୍ରଭାବରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି lଦୂର ଦୁରାନ୍ତରୁ ଆସୁଥିବା ଯାତ୍ରୀ ବର୍ଷା ରେ ଭିଜୁଥିବା ବେଳେ ଦଶହରା ପୂଜା ଦୀନରେ ଜାନ ବାହାନ ଚଳାଚଳ ବନ୍ଦ ରହିଛି l ଆଜିର ଏହି ବିଜୟା ଦଶମୀ ରେ ମାଙ୍କ ନିକଟରେ ପୂଜା କାର୍ଯ୍ୟକ୍ରମ ଚାଲୁ ରହିଥିଲା ବେଳେ ଦଶହରା ପର୍ବ ଫିକା ପଡିଛି lବର୍ଷା ଯୋଗୁ ବାରମ୍ବାର କରେଣ୍ଟ କଟୁ ଥିବା ବେଳେ ପୁଲିସ ପ୍ରତ୍ୟେକ ମେଢ଼ ମାନଙ୍କରେ ଥିବାର ଦେଖିବାକୁ ମିଳିଛି |

Smart Computer Ad
You might also like
error: Content is protected !!