ରାବଣପୋଡ଼ିରେ ୧୫୦ ମୋବାଇଲ୍‌ ଚୋରି

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଭୁବନେଶ୍ବରରେ ରାବଣପୋଡ଼ି ବେଳେ ମୋବାଇଲ୍‌ ଚୋରି। ବରମୁଣ୍ଡା ଦଶହରା ପଡ଼ିଆରୁ ୧୫୦ରୁ ଊର୍ଦ୍ଧ୍ବ ମୋବାଇଲ୍‌ ଚୋରି। ଖଣ୍ଡଗିରି ଥାନାରେ ଅଭିଯୋଗକାରୀଙ୍କ ଭିଡ଼ , ମାମଲା ରୁଜୁ.*


You might also like
error: Content is protected !!