ଚିକିଟିରେ ଧାନ ଫସଲରେ ଗୁଣ୍ଡି-ଚକଡ଼ା ପୋକ ଆତଙ୍କ; ଚିନ୍ତାରେ ଚାଷୀ

ପୋକ ଆକ୍ରମଣ ଅଞ୍ଚଳରେ କୃଷି ବିଭାଗର ଟିମ୍‌ର ଜମି ପରିଦର୍ଶନ; ପ୍ରତିକାର ଓ ସତର୍କତା ନେଇ ଚାଷୀଙ୍କୁ ପରାମର୍ଶ ଚିକିଟି | ଗଞ୍ଜାମ | ନ୍ୟୁଜନର୍ଭ | ଜଗନ୍ନାଥ ନାୟକ ||ଚିକିଟି ବ୍ଲକର ବିଭିନ୍ନ ଅଞ୍ଚଳରେ ଧାନ ଫସଲରେ ବାଦାମୀ ରଙ୍ଗର ଗୁଣ୍ଡି ପୋକ ଓ ଧଳା ରଙ୍ଗର ଚକଡ଼ା ପୋକଙ୍କ ଉପଦ୍ରବ…

ଜୁଆ ଆଡ୍ଡାକୁ ନେଇ ହଙ୍ଗାମା! ପୁଲିସର ନଜର କେବେ?

ପାତ୍ରପୁର | ଦିଗପହଣ୍ଡି | ଚିକିଟି | ଗଞ୍ଜାମ | ନ୍ୟୁଜନର୍ଭ | ଜଗନ୍ନାଥ ନାୟକ ||ଦଶହରା ଓ କୁମାର ପୂର୍ଣ୍ଣିମା ଭଳି ପାର୍ବଣ ପୂର୍ବରୁ ଗଞ୍ଜାମ ଜିଲ୍ଲା ସୀମାନ୍ତ ଖାରିଆଗୁଡ଼ା ଫାଣ୍ଡି ଅଞ୍ଚଳରେ କଥିତ ଜୁଆ ଆଡ୍ଡାକୁ ନେଇ ଅଭିଯୋଗ ତୀବ୍ର ହୋଇଛି। ତାଳପଡ଼ା ଗ୍ରାମ ନିକଟସ୍ଥ ଶାଗୁଆନ ତୋଟାଠାରୁ…

ଜନ୍ମଦିନ ପାଳନ ହେଲା କାଳ; ସୁନାପୁର ବେଳାଭୂମିରେ ସମୁଦ୍ରରେ ବୁଡ଼ି ଯୁବକ ନିଖୋଜ

ଚିକିଟି | ଗଞ୍ଜାମ | ନ୍ୟୁଜନର୍ଭ | ଜଗନ୍ନାଥ ନାୟକ ||ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ଜନ୍ମଦିନ ପାଳନ କରିବାକୁ ଯାଇଥିବା ବେଳେ ଅଘଟଣ ଘଟିଛି। ସମୁଦ୍ରରେ ଗାଧୋଉଥିବା ସମୟରେ ଜଣେ ଯୁବକ ବୁଡ଼ିଯାଇ ନିଖୋଜ ହୋଇଛନ୍ତି। ନିଖୋଜ ଯୁବକ ହେଲେ କୁଟଲିଙ୍ଗ ଗ୍ରାମର…

ଅକ୍ଟୋବର ୨୬ରୁ କାର୍ତ୍ତିକ ବ୍ରତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଅକ୍ଟୋବର ୨୬ରୁ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ହବିଷ୍ୟାଳି ଶିବିରରେ ରହଣି ପାଇଁ ଆଜିଠୁ ଅନଲାଇନ ଆବେଦନ ଅଢେଇ ହଜାର ହବିଷ୍ୟାଳିଙ୍କ ରହିବା ପାଇଁ ବ୍ୟବସ୍ଥା ବୃନ୍ଦାବତୀ ନିବାସ ସହ ୩ ଅସ୍ଥାୟୀ ଶିବିରରେ ବ୍ୟବସ୍ଥା- ଶିବିରରେ ମାଗଣା ରହିବା ଓ…

ଘରେ ପଶି ସୁନା ଅଳଙ୍କାର ଚୋରି, ଟ୍ରାକ୍ଟର କିଣିଥିଲେ ଅଭିଯୁକ୍ତଚୋରି ସୁନା, ନଗଦ ଟଙ୍କା ଓ ଟ୍ରାକ୍ଟର ଜବତ; ୩ ଗିରଫ

କୋଟଗଡ଼, ୦୬/୧୦: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର କୋଟଗଡ଼ ଥାନା ଅଞ୍ଚଳରେ ଘରେ ପଶି ସୁନା ଅଳଙ୍କାର ଚୋରି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଚୋରି ସୁନା, ନଗଦ ଟଙ୍କା ଏବଂ ଏକ ଟ୍ରାକ୍ଟର ଜବତ କରାଯାଇଛି।କୋଟଗଡ଼ ଥାନା କେସ୍‌ ନଂ-୧୮୪, ତା. ୦୪/୧୦/୨୦୨୬,…

ଗୌରବ ଆଣିଲେ ଜଟଣୀ ର ଝିଅ ଶ୍ରେୟା ମହାନ୍ତି ଏବଂ ତନୁଶ୍ରୀ। ପ୍ରିୟଦର୍ଶିନୀ

ଖୋର୍ଦ୍ଧା ଜିଲ୍ଲା l ସଞ୍ଜୀବ କୁମାର ll ଟାଏକୋଣ୍ଡ ଫେଡ଼େରେସନ୍ ଅଫ ଇଣ୍ଡିଆ ଆନୁକୂଲ୍ୟ ରେ ଇନ୍ଦୋର, ମଧ୍ୟପ୍ରଦେଶର ଚମେଲି ଦେବୀ ଇଣ୍ଡୋର ହଲରେ 40ତମ ସବ୍ ଜୁନିଅର୍ କ୍ୟୋରୁଗି ଏବଂ 43ତମ ଜୁନିଅର୍ କ୍ୟୋରୁଗି, 16ତମ ଜୁନିଅର୍ ପୁମସେ ଏବଂ 14ତମ ସବ୍ ଜୁନିଅର ପୁମସେ ଜାତୀୟ ଟାଏକୋଣ୍ଡୋ…

ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡର ସଦସ୍ୟ ଭାବେ ସୁଧୀର ସାବତ ମନୋନୀତ

ବ୍ରହ୍ମପୁର | ନ୍ୟୁଜ ନର୍ଭ | ଓଡ଼ିଶା ସରକାର ଯୋଜନା ଓ ସମନ୍ୱୟ ବିଭାଗ ବିଜ୍ଞପ୍ତି ଚିଠି ନଂ. ୧୪୭୯ /ପି, ଭୁବନେଶ୍ୱର, ତାରିଖ ୦୩-୧୦-୨୦୨୬ ପ୍ରକାରେ ଓଡ଼ିଶା ଜିଲ୍ଲା ଯୋଜନା କମିଟି ଆଇନ, ୧୯୯୮ (୧୯୯୮ ର ଓଡ଼ିଶା ଆଇନ ୮) ର ଧାରା ୩ ର ଉପ-ଧାରା (୩) ର କ୍ଲଜ୍ (iii) ସହ ଧାରା ୪ ର ଉପ-ଧାରା…

ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍‌ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍‌, ଆଇ.ଆର.ଟି.ଏସ୍ ଙ୍କୁ ବିଦାୟ ଅବସରରେ ସମ୍ମାନିତ କରାଯାଇଛି। ନିଜ ମୂଳ କ୍ୟାଡର୍‌କୁ ଫେରି ଦକ୍ଷିଣତଟ ରେଳପଥରେ ଯୋଗଦାନ କରିବା ଅବସରରେ ଏହି…

ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ସମ୍ପନ୍ନ

ବ୍ରହ୍ମପୁର,(ବିଚିତ୍ର ସାହୁ):- ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ "ଜାତୀୟ ସଙ୍ଗୀତ କଳାକେନ୍ଦ୍ର" ପରିଚାଳିତ 'ସାହିତ୍ୟ ସନ୍ଧ୍ୟା' ତରଫରୁ କଳାକେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। କଳାକେନ୍ଦ୍ର ସଭାପତି ଶିକ୍ଷା ପ୍ରଦୀପ ଦେବୀ…

ମହକ-୨୦୨୬ ଶିଶୁ ମହୋତ୍ସବରେ ଉଜ୍ଜ୍ୱଳ ହେଲା ଅନ୍ତେବାସୀଙ୍କ ପ୍ରତିଭା୨୫୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଅଂଶଗ୍ରହଣ, ପୁରସ୍କୃତ…

କନ୍ଧମାଳ, ୫/୧୦: ସୁକାନ୍ତ କୁମାର ତ୍ରିପାଠୀ ଶିଶୁମାନଙ୍କ ମଧ୍ୟରେ ଲୁକାୟିତ ପ୍ରତିଭାର ବିକାଶ ଓ ସେମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ଦେବା ଲକ୍ଷ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୬’ ଉଦଯାପିତ ହୋଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା…
error: Content is protected !!