ଖୋର୍ଦ୍ଧା ବୋଲଗଡ଼ ପୋଲିସର ବଡ଼ ସଫଳତା
ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ବୋଲଗଡ଼ ଥାନା ଅଞ୍ଚଳରେ ନିଶା କାରବାର ମାମଲାରେ ଗିରଫ ହେଲେ ଜଣେ ଯୁବକ । ଘଟଣାସ୍ଥଳରୁ ବ୍ରାଉନ୍ ସୁଗର ସହିତ ଦେଶୀ ପିସ୍ତଲ, ଜୀବନ୍ତ ଗୁଳି ଓ ନଗଦ ଟଙ୍କା ଜବତ କରିଛି ପୋଲିସ* ।
Recover your password.
A password will be e-mailed to you.