ଆଦିବାସୀ ମହାବିଦ୍ଯାଳୟରେ ବନ୍ଦେ ମାତରଂ ଦିବସ ପାଳିତ

ବାଲିଗୁଡା: ୧୨/୦୧ (ସୁକାନ୍ତ କୁମାର ତ୍ରିପାଠୀ ) କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ପରିସରରେ ୧୫୦ ତମ ବନ୍ଦେ ମାତରଂ ସଂଗୀତ ସମୂହ ଭାବେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ତଥା ସମସ୍ତ ଛାତ୍ର ଛାତ୍ରୀ ଗାନ କରିବା ସହ ସ୍ୱଦେଶୀ ଭାବନା ସମ୍ୱଳିତ ଶପଥ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଏକ ସଭାର ଆୟୋଜିତ କରାଯାଇଥିଲା l ଅଧ୍ୟକ୍ଷ ଲକ୍ଷ୍ମଣ ପାଳ, ମାଷ୍ଟର ଟ୍ରେନର ଡ. ବିଭୂତି ଭୂଷଣ ଆଚାର୍ଯ୍ଯଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ବନ୍ଦେ

ଆଦିବାସୀ ମହାବିଦ୍ଯାଳୟରେ ବନ୍ଦେ ମାତରଂ ଦିବସ ପାଳିତଆଦିବାସୀ ମହାବିଦ୍ଯାଳୟରେ ବନ୍ଦେ ମାତରଂ ଦିବସ ପାଳିତଆଦିବାସୀ ମହାବିଦ୍ଯାଳୟରେ ବନ୍ଦେ ମାତରଂ ଦିବସ ପାଳିତଆଦିବାସୀ ମହାବିଦ୍ଯାଳୟରେ ବନ୍ଦେ ମାତରଂ ଦିବସ ପାଳିତ

ମାତରଂ ସଂଗୀତ ର ଲକ୍ଷ୍ୟ ଓ ଉଧେଶ୍ୟ କୁ ପ୍ରାଞ୍ଜଳ ଭାବରେ ବୁଝାଇବା ସଂଗେ ସଂଗେ ଏହି ଜାତୀୟ ସଂଗୀତକୁ ପାଥେୟ କରି ଆଜିର ଯୁବକ ବନ୍ଧୁ ମନେ ଭାରତ କୁ ଏକ ବିକଶିତ ଓ ଶ୍ରେଷ୍ଠ ଭାରତ କରି ପାରିବେ ବୋଲି ନିଜର ବକ୍ତବ୍ୟ ରଖିଥିଲେ l ଶେଷରେ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l

Smart Computer Ad
You might also like
error: Content is protected !!