ଫ୍ରେବୁଆରୀ ମଧ୍ୟ ଭାଗରେ କଣ୍ଟିଲୋ ମହୋତ୍ସବ     

ନୟାଗଡ଼(ପ୍ରଭାକର ଶିରୋମଣି):-  ନୟାଗଡ଼ ଜିଲ୍ଳା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ ପୀଠରେ ଆସନ୍ତା ୨୯ ତାରିଖରେ ପାରମ୍ପରିକ ଐତିହାସିକ ଭୈମୀ ଏକାଦଶୀ ମେଳା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଏଥିପାଇଁ ଖଣ୍ଡପଡା ଦେବୋତ୍ତର ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆସନ୍ତା ୧୯…

ସୁନ୍ଦରଗଡ଼ରେ ଇଣ୍ଟରନେଟ୍ ବନ୍ଦ.

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଗୋଷ୍ଠୀ ସଂଘର୍ଷ ପରେ ସୁନ୍ଦରଗଡ଼ରେ ଇଣ୍ଟରନେଟ୍ ସେବା ବନ୍ଦ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କଲା ଜିଲ୍ଲା ପ୍ରଶାସନ ଆଜି ସଂଧ୍ୟା ୬ରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ପୂରା ସୁନ୍ଦରଗଡ଼ ସହରରେ BNS ୧୬୩ ଜାରି ପରିସ୍ଥିତି ଉପରେ ତୀକ୍ଷଣ ନଜର…

କୋଦଳା ଏନ୍ଏସିରେ ଟେଣ୍ଡର ଫିକ୍ସିଙ୍ଗ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- କୋଦଳା ଏନ୍ଏସିର ୱାର୍ଡ ନମ୍ବର ୧୦ ରେ ଥିବା ପୁରୁଣା ବାଉଣ୍ଡେରୀ ୱାଲକୁ ପୁଣି ଟେଣ୍ଡର କରାଯାଇଥିବା ଅଭିଯୋଗ ହୋଇଛି। ଯାହାର ଏଷ୍ଟିମେଟ ମୂଲ୍ଯ ୧୫,୬୨,୪୮୦.୩୯ ଟଙ୍କା। I କୋଦଳା ଏନ୍ଏସିରେ ୧ ଲକ୍ଷ ଟଙ୍କାରୁ ୨ଲକ୍ଷ ଟଙ୍କା ମଧ୍ଯରେ ୩୫ଟି ସର୍ଟ ଟେଣ୍ଡର…

ମୋଷ୍ଟ ୱାଣ୍ଟେଡ ଗଞ୍ଜେଇ ମାଫିଆ ଗିରଫ

ବାଲିଗୁଡା: ୧୬ /୦୧/(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା ଜଣେ ମୋଷ୍ଟ ୱାଣ୍ଟେଡ ଗଞ୍ଜେଇ ମାଫିଆ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏହାକୁ ନେଇ ଉପଖଣ୍ଡ ଆରକ୍ଷୀ ଅଧୂକାରୀ ଶୁଭମ ଭୋସଲେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ବାଲିଗୁଡା ଥାନା…

୭୭ ତମ ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ୨୧, ୨୨ ଓ ୨୪ ତାରିଖରେ ଅନୁଷ୍ଠିତ ହେବ…

ଛତ୍ରପୁର,(ବିଚିତ୍ର ସାହୁ):- ଚଳିତ ବର୍ଷର ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହେବା ନେଇ ଏକ ବୈଠକ ସ୍ଥାନୀୟ ସଦଭାବନା ସମ୍ମିଳନୀ କକ୍ଷ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ୍ବି. କୀର୍ତ୍ତି ଓ୍ବାସନଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ…

ବାଲିଗୁଡାରେ ସଡକ ସୁରକ୍ଷା ସଚେତନତା ପକ୍ଷ ପାଳିତ

ବାଲିଗୁଡା: ୧୫/୦୧ (ସୁକାନ୍ତ କୁମାର ତ୍ରିପାଠୀ ) କନ୍ଧମାଳ ଜିଲ୍ଲା ପରିବହନ ପ୍ରାଧିକରଣ ଓ ବାଲିଗୁଡା ଘରୋଇ ବସ୍ ମାଲିକ ସଂଘର ମିଳିତ ଉଦ୍ୟମରେ ସଡକ ସୁରକ୍ଷା ପକ୍ଷ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି l ଏଥିରେ କନ୍ଧମାଳ ଜିଲ୍ଲା ମୋଟର ଯାନ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ଦାସ, ସହକାରୀ…

ବିଧାନ ସଭା ଷ୍ଟାଣ୍ଡିଙ୍ଗ କମିଟି ସଭ୍ୟ ମାନେ ଦର୍ଶନ କଲେ କଣ୍ଟିଲୋ ନୀଳମାଧଵ ଙ୍କୁ

ନୟାଗଡ଼(ପ୍ରଭାକର ଶିରୋମଣି):-  ଆଜି ଗୁରୁବାର ରାଜ୍ୟ ବିଧାନ ସଭାର ୭ ନଂ ଷ୍ଟାଣ୍ଡିଙ୍ଗ କମିଟିର ସଭ୍ୟ ମାନେ କଣ୍ଟିଲୋ ଗସ୍ତରେ ଆସି ପ୍ରଥମେ ଶ୍ରୀ ନୀଳମାଧଵ ମନ୍ଦିର କୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ l ମନ୍ଦିର ପରିକ୍ରମା ପରେ ପରେ ସ୍ଥାନୀୟ ପୂର୍ତ୍ତ…

ପିଏମ ଶ୍ରୀ ସିଟି ହାଇସ୍କୁଲ ରେ SIOS ଏବଂ NIOS ର ଜିଲ୍ଲା ସ୍ତରୀୟ ମେଗା ଆଡ଼ମିଶନ ଏବଂ ଓରିଏଣ୍ଟେସନ କ୍ୟାମ୍ପ୍…

ବ୍ରହ୍ମପୁର,(ବିଚିତ୍ରସାହୁ):- ସ୍ଥାନୀୟ ପିଏମ ଶ୍ରୀ ସିଟି ହାଇସ୍କୁଲ ପରିସରରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆନୁକୁଲ୍ୟରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନର ଜିଲ୍ଲା ସ୍ତରୀୟ ମେଗା ଆଡ଼ମିଶନ କମ୍ ଓରିଏଣ୍ଟେସନ କ୍ୟାମ୍ପ୍ ଅନୁଷ୍ଠିତ ହୋଇଯାଇଛି। ସେଥିରେ ୧୧୦ ଜଣ…

କୁକୁର କାମୁଡ଼ାରେ ମିଳିବ କ୍ଷତିପୂରଣ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ସୁପ୍ରିମକୋର୍ଟ ରାସ୍ତା କଡ଼ର ବୁଲା କୁକୁରଙ୍କୁ ନେଇ ଲାଗି ରହିଥିବା ବିବାଦରେ ସର୍ବୋଚ୍ଚ ଅଦାଲତ ଏକ ବଡ଼ ରାୟ ଶୁଣାଇଛନ୍ତି । ଏଣିକି ସାପ କାମୁଡ଼ା ଭଳି କୁକୁର କାମୁଡ଼ାରେ ମଧ୍ୟ କ୍ଷତିପୂରଣ ମିଳିବ । ଶୁଣାଣି ସମୟରେ ଜଷ୍ଟିସ୍ ବିକ୍ରମ ନାଥ କହିଛନ୍ତି ଯେ…

ବିବାହ ପୂର୍ବରୁ କନ୍ୟାର ସ୍ୱୀକୃତି ଜରୁରୀ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ବିବାହ ପୂର୍ବରୁ କନ୍ୟାର ସ୍ପଷ୍ଟ ସ୍ୱୀକୃତି ନେବା ଅତ୍ୟନ୍ତ ଆବଶ୍ୟକ, କୌଣସି ଅଭିଭାବକ କିମ୍ବା ସମ୍ପର୍କୀୟ ଜୋର୍-ଜବରଦସ୍ତି କରି କନ୍ୟାଙ୍କ ବିବାହ କରାଇ ପାରିବେ ନାହିଁ, ଏକ ମାମଲାର ଶୁଣାଣୀ କରି ଏହି ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି…
error: Content is protected !!