ଖୋର୍ଦ୍ଧା ବୋଲଗଡ଼ ପୋଲିସର ବଡ଼ ସଫଳତା Uncategorized By News Nerve Posted On Jan 14, 2026 Share ଖୋର୍ଦ୍ଧା,(ସଞ୍ଜୀବ କୁମାର):- ବୋଲଗଡ଼ ଥାନା ଅଞ୍ଚଳରେ ନିଶା କାରବାର ମାମଲାରେ ଗିରଫ ହେଲେ ଜଣେ ଯୁବକ । ଘଟଣାସ୍ଥଳରୁ ବ୍ରାଉନ୍ ସୁଗର ସହିତ ଦେଶୀ ପିସ୍ତଲ, ଜୀବନ୍ତ ଗୁଳି ଓ ନଗଦ ଟଙ୍କା ଜବତ କରିଛି ପୋଲିସ* । Share