ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ଜୁଆ ଖେଳ ଉପରେ ପୋଲିସର ଚଢାଉ ହୋଇଛି l ୨୬ ଜଣଙ୍କୁ ପୋଲିସ ଗିରଫ କରିଛି l ୯.୨ ଲକ୍ଷ ଟଙ୍କା,ବାଇକ୍,କାର ଏବଂ ଅନ୍ୟାନ୍ୟ ଜିନିଷପତ୍ର ଜବତ ହୋଇଛି l ଦିଗପହଣ୍ଡି ଥାନାରେ ଏକ ମାମଲା ରୁଜୁ ହୋଇଛି l ଏହି ଥାନା ଅନ୍ତର୍ଗତ କରାପଡ଼ା ଗ୍ରାମ ନିକଟ ଘଞ୍ଚ ଜଙ୍ଗଲରେ ଜୁଆ ଖେଳ ଚାଲିଥିଲା l ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଥିଲା l
