ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ବିବାହ ପୂର୍ବରୁ କନ୍ୟାର ସ୍ପଷ୍ଟ ସ୍ୱୀକୃତି ନେବା ଅତ୍ୟନ୍ତ ଆବଶ୍ୟକ, କୌଣସି ଅଭିଭାବକ କିମ୍ବା ସମ୍ପର୍କୀୟ ଜୋର୍-ଜବରଦସ୍ତି କରି କନ୍ୟାଙ୍କ ବିବାହ କରାଇ ପାରିବେ ନାହିଁ, ଏକ ମାମଲାର ଶୁଣାଣୀ କରି ଏହି ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି ହାଇକୋର୍ଟ,ସୂଚନାଯୋଗ୍ୟ; ହେବିଅସ୍ କର୍ପସ(Habeas Corpus) ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ; ପ୍ରାପ୍ତବୟସ୍କ କନ୍ୟାର ନିଷ୍ପତ୍ତିକୁ ସମ୍ମାନ ଦେବା ସମାଜର କର୍ତ୍ତବ୍ୟ, ବିବାହ ପାଇଁ କନ୍ୟାକୁ ବାଧ୍ୟ କରିବା ସୁସ୍ଥ ସମାଜ ପାଇଁ ଅନୁକୂଳ ନୁହେଁ, ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ,ବୟସ୍କ କନ୍ୟା ନିଜ ଜୀବନ ସମ୍ପର୍କୀୟ ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ ଅଧିକାରୀ, ହାଇକୋର୍ଟଙ୍କ ଏହି ରାୟକୁ ବିଭିନ୍ନ ମହଲରେ ସ୍ବାଗତ*
