ଖୋର୍ଦ୍ଧା ଜିଲ୍ଲା ଜଟଣୀ ର “ୟୁଥ ଫର ନ୍ୟସନାଲ ” ର ସହ ସହ ଯୁବ ଛାତ୍ର ମନେ ଏକ କ୍ୟାଣ୍ଡାଲ ଶୋଭାଯାତ୍ର

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଆଜି ହେଉଛି ଫ୍ରେବୁଆରି ୧୪ ତାରିଖ, ଦୀର୍ଘ ୭ ବର୍ଷ ତଳେ ଆଜିର ଦିନରେ ପୁଲବାମା ରେ ସହିଦ ହୋଇଥିଲେ ଭାରତର ବୀର ୪୦ ଯବାନ।ଦେଶ ଏବଂ ରାଜ୍ୟ ଯେତେ ବେଳେ ଭଲପାଇବାର ଦୀନ ପାଳନ କରୁଥିଲା ସେତେବେଳେ ୪୦ ସହିଦ ପରିବାର ଲୁହରେ ଦିନଟିକୁ ପାଳୁଥିଲେ। ସହିଦ ମାନଙ୍କ ଦେଶ ପାଇଁ ବଳିଦାନକୁ ମନେ ପକାଇବା ପାଇଁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ର “ୟୁଥ ଫର ନ୍ୟସନାଲ ” ର ସହ ସହ ଯୁବ ଛାତ୍ର ମନେ ଏକ କ୍ୟାଣ୍ଡାଲ ଶୋଭାଯାତ୍ର ଜଟଣୀ ବସ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ଡ଼ମୁଁଣେଇ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ। ସହିଦ ଯବାନ ଅମର ରହେ ନାରାରେ ପ୍ରକମ୍ପିତ ହୋଇଥିଲା ଜଟଣୀ ସହର।

You might also like
error: Content is protected !!