ଚନ୍ଦ୍ରପୁର | ରାୟଗଡ଼ା ଜିଲ୍ଲା | କୈଳାଶ ମାଳବିଶୋୟୀ ||
ଚନ୍ଦ୍ରପୁର | ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ପୋଲିସ ଆଇଆଇସି ଶ୍ରୀ ହିମାଂଶୁ ଶେଖର ବାରିକ ଓ ସିଆପିଏଫ୍ କମ୍ପାନୀ କମାଣ୍ଡଣ୍ଡା ଶ୍ରୀ ପି ଚାରୀୟନ୍ ରାଜୁ ଙ୍କ ମିଳିତ ଆନୁକୁଲ୍ୟରେ ଚନ୍ଦ୍ରପୁର ବସ ଷ୍ଟାଣ୍ଡ ରେ ଅଳିଆ ଆବର୍ଜନା ଗଦା ହୋଇ ପଡି ରହି ଯାଇଥିବା ଝାଡୁ କରିସଫା କରିଥିଲେ |

ଏଠାରେ ଚନ୍ଦ୍ରପୁର ପୋଲିସ ଥାନା ଏସ ଆଇ ନରସିଂହ ସାହୁ, ବାବୁଲା ବେହେରା, ହରେକୃଷ୍ଣ ମୁଣ୍ଡାରୀ, କନେଷ୍ଟବଳ ସିଆରପିଏଫ୍ ଯବାନଙ୍କ ସମେତ ଚନ୍ଦ୍ରପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଓ ମୁଖ୍ୟ ବଜାର ସଫେଇ କରି ଥିଲେ ଏଥିରେ ଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଡାକ୍ତର ଶ୍ରୀ ରାହୁଲ ସାହୁ ଓ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି

ସଫେଇ ଅଭିଯାନ କାର୍ଯ୍ୟକ୍ରମ କରିଥିଲେ ସଫେଇ କାର୍ଯକ୍ରମ ପରେ ଥାନ ଆଇଆଇସି ଶ୍ରୀ ବାରିକ ଓ ସିଆପିଏଫ୍ କମ୍ପାନୀ କମାଣ୍ଡାଣ୍ଡ ଉପସ୍ଥିତ କନଷ୍ଟେବଳ ହୋମଗାର୍ଡ, ସିଆରପିଏଫ୍ ଯବାନ ଓ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

