ଏହି ଛୋଟ ପିଲାଟିକୁ ପୁରୁଷୋତ୍ତମପୁରରେ ବୁଲୁଥିବା ବେଳେ ଉଦ୍ଧାର କରାଯାଇଛି

ବ୍ରହ୍ମପୁର,(ବିଚିତ୍ରସାହୁ ):-

ଏହି ଛୋଟ ପିଲାଟିକୁ ପୁରୁଷୋତ୍ତମପୁରରେ ବୁଲୁଥିବା ବେଳେ ଉଦ୍ଧାର କରାଯାଇଛି । ସେ କିଛି କହିପାରୁନାହିଁ | ପିଲାଟି କାହାର ଜଣାପଡୁନାହିଁ | ବର୍ତ୍ତମାନ ପିଲାଟି ପୁରୁଷୋତ୍ତମପୁର ଥାନାରେ ସୁରକ୍ଷିତ ଭାବରେ ଯତ୍ନର ସହକାରେ ରଖାଯାଇଛି | ଯଦି କେହି ପିଲାଟିକୁ ଯାଣିଥାନ୍ତି ତେବେ ସୂଚନା ଦେବାଲାଗି ଅନୁରୋଧ | ଆପଣ ମାନଙ୍କ ସହଯୋଗରେ ପିଲାଟି ତାର ପରିବାର ପାଖରେ ପହଁଚିପାରିବ |

Smart Computer Ad
You might also like
error: Content is protected !!