ମା ତାରିଣୀ, ଖାରବେଳ ନଗର ପୀଠରେ ଶାରଦୀୟ ନବରାତ୍ର ପୂଜା ଆସନ୍ତା ଅକ୍ଟୋବର ୧୧ ରୁ ଆରମ୍ଭ ହୋଇ ୧୯
ମା ତାରିଣୀ, ଖାରବେଳ ନଗର ପୀଠରେ ଶାରଦୀୟ ନବରାତ୍ର ପୂଜା ଆସନ୍ତା ଅକ୍ଟବେର ୧୧ ରୁ ଆରମ୍ଭ ହୋଇ ୧୯

ବିଶେଷ ସୂଚନା :-
ମା ତାରିଣୀ, ଖାରବେଳ ନଗର ପୀଠରେ ଶାରଦୀୟ ନବରାତ୍ର ପୂଜା ଆସନ୍ତା ଅକ୍ଟୋବର ୧୧ ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ I ଏହି ପୂଜାରେ ପ୍ରତିଦିନ ଜଣେ ଲେଖାଏଁ କର୍ତା ବସି ଯଜ୍ଞ ଓ ପୂଜା କାର୍ଯ୍ୟ କରିବେ I ଏଣୁ ଇଛୁକ ବ୍ୟକ୍ତି ଯଦି ପୂଜାରେ କର୍ତା ହୋଇ ବସିବାକୁ ଇଛୁକ ତେବେ ତାରିଣୀ ମନ୍ଦିର ପରିଚାଳନା କମିଟି କିମ୍ବା ସରସ୍ବତୀ ବେହେରା ଓ ଗୋପୀ ବେହେରାଙ୍କୁ ଯୋଗାଯୋଗ କରନ୍ତୁ I
ଜୟ ମା ତାରିଣୀ
ମନ୍ଦିର, ଖାରବେଳ ନଗର, ବ୍ରହ୍ମପୁର
Mob: 9937295559
