ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ 80 ତମ ସ୍ବାଧିନତା ଦିବସ ପାଳିନ

ବ୍ରହ୍ମପୁର,(ବିଚିତ୍ରସାହୁ):-

ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ଠାକୁରାଣୀ ମନ୍ଦିର ନିକଟ କାର୍ଯ୍ୟାଳୟରେ ସକାଳ 7.30 ମିନଣ୍ଟରେ 80 ତମ ସ୍ବାଧିନତା ଦିବସ ଅବସର ପତାକା ଉତ୍ତୋଳନ କରାଯାଇଛି ଏଥି ଜିଲ୍ଲା ସଭାପତି ସୂର୍ଯ୍ୟ ନାରାୟଣ ଦାସ ପତାକା ଉତ୍ତୋଳନ କରାଯାଇଛି। ଏଥିରେ ଜିଲ୍ଲା ର କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ଥିଲେ ଅଶ୍ବିନୀ ରଥ, ଅହିଂସା ସାହୁ,ବିଜୟ ମୁଦୁଲି, ପ୍ରଫୁଲ୍ଲ ସାହୁ, ତ୍ରିନାଥ ମହାପାତ୍ର, ସୂର୍ଯ୍ୟ ନାରାୟଣ ଚୋଧିରୀ, ରବି ମହାରଣା, ବଦ୍ରିନାଥ ସାବତ, ନାରାୟଣ ନାୟକ ଏହିପରି ଅନେକ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ଭାରତ ମାତାର ଜୟଗାନ କରିଥିଲେ

Smart Computer Ad
You might also like
error: Content is protected !!