ନୀଳମାଧବ ମହାବିଦ୍ୟାଳୟରେ ନୂତନ ବିଦ୍ୟାର୍ଥୀ ଙ୍କ ସ୍ୱାଗତ ଉତ୍ସବ     

ନୟାଗଡ଼(ପ୍ରଭାକର ଶିରୋମଣି):-

ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର  ଚଳିତ ଶିକ୍ଷା ବର୍ଷ ରେ ନୂତନ ଭାବେ ନାମଲେଖାଇଥିବା ବିଦ୍ୟାର୍ଥୀ ମାନଙ୍କର ପ୍ରବେଶ ଉତ୍ସବ ମଙ୍ଗଳ ବାର ଅନୁଷ୍ଠିତ ହୋଇ ଯାଇଛି l ଏତଦ ଉପଲକ୍ଷେକଲେଜ ଅଧ୍ୟକ୍ଷା ନନ୍ଦିତା ବାରିକ ଙ୍କ ସଭାପତିତ୍ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ପୁରାତନ କଳା, ବିଜ୍ଞାନ ଓ ଧନ୍ଦା ମୂଳକ ଶିକ୍ଷା ବିଭାଗର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସମସ୍ତ ନୂତନ ( + ୨ )ଛାତ୍ର ଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରା ଯାଇଥିଲା  ଓ ଏହି କାର୍ଯ୍ୟକ୍ରମକୁ  ଅଧ୍ୟାପକ ପ୍ରଭାତ କୁମାର ବେହେରା ସମ୍ପନ୍ନ କରିଥିଲେ l  ପ୍ରଥମ ପର୍ଯ୍ୟାୟ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ କଣ୍ଟିଲୋ ଫାଣ୍ଡି ସହକାରୀ ଅଧିକାରୀ ମନୋରଞ୍ଜନ ପଣ୍ଡା ଯୋଗ ଦେଇଥିଲା ବେଳେ ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ସୁଜଳ ମହାରଣା, ଅଧ୍ୟାପକ ଓମ ପ୍ରକାଶ ସାହୁ,ଅଧ୍ୟାପକ ହୃଷିକେଶ ମିଶ୍ର, ଅଧ୍ୟାପକ ଶରତ କୁମାର ସାହୁ ଓ ସାମ୍ବାଦିକ ପ୍ରଭାକର ଶିରୋମଣି  ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ  କଲେଜର ଉତ୍ତମ  ଛାତ୍ର ଭାବରେ ପାଠ ପଢି କଲେଜ ର ଟେକ ରଖିବାକୁ ପରାମର୍ଶ ଦେଇଥିଲେ l            ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ନୟାଗଡ଼ ଜିଲ୍ଳା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା  ଖଣ୍ଡପଡା ବିଧାୟକ  ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲା ମାନଙ୍କ ସହିତ ହସଖୁସି କରି ତୁମେ ବିଧାୟକ ହେଲେ କଣ କରିବ ଓ କିପରି ଭାବରେ ସମାଜ ର ସେବା କରିବ ବୋଲି ପ୍ରଶ୍ନ କରି କଲେଜ ର ସମସ୍ତ ଆବଶ୍ୟକତା କୁ ତୁରନ୍ତ ସମାଧାନ କରାଯିବ ବୋଲି କହିଥିଲେ l ଅନ୍ୟତମ ଅତିଥି ଭାବେ ନୟାଗଡ଼ ଜିଲ୍ଳା ଜଳସମ୍ପଦ ବିଭାଗ  ଅଧିକ୍ଷଣ ଯନ୍ତ୍ରୀ ଇଂ ରଘୁନାଥ ସ୍ୱାଇଁ, ନୟାଗଡ଼ ଜିଲ୍ଲାଜଳ ସମ୍ପଦ ବିଭାଗ  ସହ ନିର୍ବାହୀ ଅଧିକାରୀ ଇଂ   ଶିବ ଶଙ୍କର ବେହେରା ଓ କଣ୍ଟିଲୋ ସହକାରୀ ଯନ୍ତ୍ରୀ ଇଂ ରାମମୋହନ ବେହେରା ଓ ସମାଜ ସେବୀ ଅଖିଳ କୁମାର ମହାରଣା ପ୍ରମୁଖ ଯୋଗ ଦେଇଥିଲେ l         କାର୍ଯ୍ୟ କ୍ରମ ଶେଷରେ ସଭାପତି ତଥା ଅଧ୍ୟକ୍ଷା ଶ୍ରୀମତୀ ବାର

You might also like
error: Content is protected !!