ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଟେଷ୍ଟ ଡ୍ରାଇଭ୍ ବାହାନାରେ ଲୁଟି ନେଲେ ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଗାଡି କିଣିବା ପାଇଁ କହି ଟେଷ୍ଟ ଡ୍ରାଇଭ ବାହାନାରେ ଚମ୍ପଟ୍ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଇଥିବା ଅଭିଯୋଗ କାର୍ ସହ ଦେଢ଼ ଲକ୍ଷ ଟଙ୍କା ମଧ୍ୟ ନେଇ ପଳାଇଲେ ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସର ଛାନଭିନ୍