ବିଧାୟକ ଙ୍କୁ କୃତଜ୍ଞତା ଜଣାଇଲେ ନବ ନିଯୁକ୍ତ ସରକାରୀ ଆଇନଜୀବୀ (ପିପି )

ବ୍ରହ୍ମପୁର,(ବିଚିତ୍ର ସାହୁ):-

ବହୁ ପ୍ରତିକ୍ଷୀତ ନବ ନିଯୁକ୍ତ ସରକାରୀ ଆଇନଜୀବୀ ମାନେ ମାନ୍ୟବର ବିଧାୟକ କେ ଅନିଲ କୁମାର ଏବଂ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ ଙ୍କୁ ଭେଟି କୃତଜ୍ଞତା ଜଣାଇବା ସହ ଆଗାମୀ ଦିନ ମାନଙ୍କରେ ହେଉଥିବା ଆଇନ୍ ସମ୍ବଧିତ କାର୍ଯ୍ୟ ଧାରା ଗୁଡ଼ିକ ସରକାରୀ ନିୟମ ଅନୁସାରେ ପାଳନ କରିବେ ବୋଲି ପ୍ରକାଶ କରିଛନ୍ତି। ସରକାରୀ ଆଇନଜୀବୀ (ପି ପି )ଅଶୋକ ଶୁକ୍ଳ।ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲା ରୁ ଶ୍ରୀ ଶୁକ୍ଳ ଙ୍କୁ ଶୁଭେଚ୍ଛା ର ବାର୍ତ୍ତା ଛୁଟୁଛି।ଏହି ଅବସରରେ ବିଧାୟକ ଙ୍କ କାର୍ଯ୍ୟାଳୟ ଠାରେ ଉପସ୍ଥିତ ଥିଲେ ଆଇନଜୀବୀ ସଞ୍ଜୟ ଜେନା,ପତିତ ଗନ୍ତାୟତ,ସୁନୀଲ ପଣ୍ଡା,ମଣ୍ଡଳ ସଭାପତି ଜଗନ୍ନାଥ ଜେନା, ବରିଷ୍ଠ ବି ଜେ ପି ସଦସ୍ୟ ତଥା ପଣ୍ଡିତ ଅକ୍ଷୟ କୁମାର ପାଢ଼ୀ ଯୁବ ନେତା କେ ସାଇ କୁମାର।

You might also like
error: Content is protected !!