ଡୁରା,(ଗୋପାଳପୁର): ବିଚିତ୍ର ସାହୁ: ଗୁରୁବାର ଦିନ ଅପରାହ୍ନରେ BHARAT BIKASH RURAL DEVELOPMENT ASSOCIATION TRUST ତରଫରୁ Gopalpur Bus stand ନିକଟ ଜରା ନିବାସରେ ଆମ ସମସ୍ତ BBRDA ଟ୍ରଷ୍ଟ ର ସଦସ୍ୟ ମାନଙ୍କ ଦ୍ଵାରା ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତ କାଳ ରେ କମ୍ବଳ ଓ ବିସ୍କୁଟ ବଣ୍ଟନ କରାଯାଇଛି ।

ଏଥିରେ BBRDAT ଅଧ୍ୟକ୍ଷା ପ୍ରତିମା ବେହେରା, ସମେତ ସଦସ୍ୟ ସୁରେଶ ଚନ୍ଦ୍ର ବେହେରା, ନରସିଂହ ରାଉତ, ଦେବାଶିଷ ଆଚାର୍ଯ୍ୟ, ନରସିଂହ ଗଉଡ,ତଥା ସମାଜ ସେବୀ ପି. କ୍ରୀଷ୍ଣା ରେଡ୍ଡୀ, କୁରେଶ୍ ଭାଇ, ଦିନବନ୍ଧୁ ଭାଇ, ଙ୍କ ଉପସ୍ଥିତି ଓ ସହଯୋଗ ରେ ବଣ୍ଟନ କରାଗଲା ।


