ମାଁ ପଶ୍ଚିମେରୀଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା, ଷୋହଳ ଦିନ ଧରି ଚାଲିଛି ମାଁଙ୍କ ନୀତିକାନ୍ତି

ପାତ୍ରପୁରୁ | ଗଞ୍ଜାମ | ଜଗନ୍ନାଥ ନାୟକ | ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଜୟନ୍ତୀପୁର ପଞ୍ଚାୟତର ଜୟନ୍ତୀପୁର ଗ୍ରାମର ପ୍ରସିଦ୍ଧ ମାଁ ପଶ୍ଚିମେରୀଙ୍କ ପୀଠରେ ମହାଆଡ଼ମ୍ବରରେ ଚାଲିଛି ଶାରଦୀୟ ନବରାତ୍ର ପୂଜା। ଷୋହଳଦିନ ଧରି ମାଁଙ୍କ ବିଭିନ୍ନ ନୀତିକାନ୍ତି ଓ ପୂଜାପାଠ ଚାଲିଥିବା ବେଳେ ମାଁଙ୍କ ଦର୍ଶନ ପାଇଁ ଛୁଟି ଆସୁଛନ୍ତି ସ୍ଥାନୀୟ ଅଞ୍ଚଳ ସମେତ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ।ପବିତ୍ର ଶାରଦୀୟ ନବରାତ୍ର ଅବସରରେ ମାଁ ପଶ୍ଚିମେରୀଙ୍କ ପୀଠରେ ସୃଷ୍ଟି ହୋଇଛି ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ। ନଅ ଦିନ ଧରି ମାଁଙ୍କ ପୂଜାନୀତି ଚାଲିଥିବା ବେଳେ ଧୂପ, ଦୀପ ଓ ପୁଷ୍ପରେ ମାଁଙ୍କ ଆରାଧନା କରାଯାଉଛି।ମାଁଙ୍କ ପ୍ରତି ଅଗାଢ଼ ବିଶ୍ୱାସ ଓ ଭକ୍ତି ରଖି ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସି ମାଁଙ୍କ ଦର୍ଶନ କରୁଛନ୍ତି। ନିଜ ନିଜର ମନସ୍କାମନା ପୂରଣ ପାଇଁ ମାଁଙ୍କ ନିକଟରେ ମାନସିକ କରିବା ସହ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛନ୍ତି ଭକ୍ତମାନେ।ନବରାତ୍ର ହେଉଛି ଶକ୍ତି ଉପାସନାର ଏକ ମହାନ ପର୍ବ। ଏହି ନଅ ଦିନରେ ମାଁଙ୍କ ଆରାଧନା ଓ ପୂଜାପାଠ ମାଧ୍ୟମରେ ଭକ୍ତମାନେ ମାଁଙ୍କ ଆଶୀର୍ବାଦ ଲାଭ କରିବାକୁ ଆଶା ରଖିଥାନ୍ତି।ଜୟନ୍ତୀପୁର ଗ୍ରାମର ଏହି ପ୍ରସିଦ୍ଧ ମାଁ ପଶ୍ଚିମେରୀଙ୍କ ପୀଠରେ ନବରାତ୍ର ପୂଜା ଗ୍ରାମର ଧାର୍ମିକ ପରମ୍ପରା ଓ ଆସ୍ଥାର ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛି।ତେବେ ମାଁ ପଶ୍ଚିମେରୀଙ୍କ ଏହି ପବିତ୍ରମାଁ ପଶ୍ଚିମେରୀଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା, ଷୋହଳ ଦିନ ଧରି ଚାଲିଛି ମାଁଙ୍କ ନୀତିକାନ୍ତିପାତ୍ରପୁରୁ ଗଞ୍ଜାମ ଜଗନ୍ନାଥ ନାୟକଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଜୟନ୍ତୀପୁର ପଞ୍ଚାୟତର ଜୟନ୍ତୀପୁର ଗ୍ରାମର ପ୍ରସିଦ୍ଧ ମାଁ ପଶ୍ଚିମେରୀଙ୍କ ପୀଠରେ ମହାଆଡ଼ମ୍ବରରେ ଚାଲିଛି ଶାରଦୀୟ ନବରାତ୍ର ପୂଜା।

ଷୋହଳଦିନ ଧରି ମାଁଙ୍କ ବିଭିନ୍ନ ନୀତିକାନ୍ତି ଓ ପୂଜାପାଠ ଚାଲିଥିବା ବେଳେ ମାଁଙ୍କ ଦର୍ଶନ ପାଇଁ ଛୁଟି ଆସୁଛନ୍ତି ସ୍ଥାନୀୟ ଅଞ୍ଚଳ ସମେତ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ।ପବିତ୍ର ଶାରଦୀୟ ନବରାତ୍ର ଅବସରରେ ମାଁ ପଶ୍ଚିମେରୀଙ୍କ ପୀଠରେ ସୃଷ୍ଟି ହୋଇଛି ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ। ନଅ ଦିନ ଧରି ମାଁଙ୍କ ପୂଜାନୀତି ଚାଲିଥିବା ବେଳେ ଧୂପ, ଦୀପ ଓ ପୁଷ୍ପରେ ମାଁଙ୍କ ଆରାଧନା କରାଯାଉଛି।

ମାଁଙ୍କ ପ୍ରତି ଅଗାଢ଼ ବିଶ୍ୱାସ ଓ ଭକ୍ତି ରଖି ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସି ମାଁଙ୍କ ଦର୍ଶନ କରୁଛନ୍ତି। ନିଜ ନିଜର ମନସ୍କାମନା ପୂରଣ ପାଇଁ ମାଁଙ୍କ ନିକଟରେ ମାନସିକ କରିବା ସହ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛନ୍ତି ଭକ୍ତମାନେ।ନବରାତ୍ର ହେଉଛି ଶକ୍ତି ଉପାସନାର ଏକ ମହାନ ପର୍ବ। ଏହି ନଅ ଦିନରେ ମାଁଙ୍କ ଆରାଧନା ଓ ପୂଜାପାଠ ମାଧ୍ୟମରେ ଭକ୍ତମାନେ ମାଁଙ୍କ ଆଶୀର୍ବାଦ ଲାଭ କରିବାକୁ ଆଶା ରଖିଥାନ୍ତି।

ଜୟନ୍ତୀପୁର ଗ୍ରାମର ଏହି ପ୍ରସିଦ୍ଧ ମାଁ ପଶ୍ଚିମେରୀଙ୍କ ପୀଠରେ ନବରାତ୍ର ପୂଜା ଗ୍ରାମର ଧାର୍ମିକ ପରମ୍ପରା ଓ ଆସ୍ଥାର ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛି।ତେବେ ମାଁ ପଶ୍ଚିମେରୀଙ୍କ ଏହି ପବିତ୍ର ପୀଠରେ କ୍ଷୋହଳ ଦିନର ନବରାତ୍ର ପୂଜାକୁ ନେଇ ଭକ୍ତଙ୍କ ମଧ୍ୟରେ ରହିଛି ଅପାର ଉତ୍ସାହ ଓ ଭକ୍ତିଭାବ।

ଏଥିମଧ୍ୟରେ ଅର୍ଣ୍ଣଯଜ୍ଞ ଘୃତ ଯଜ୍ଞଓଷୋହଳଦିନ ବ୍ୟାପି ସାସ୍କୃତିକ କାର୍ଯ୍ୟକର୍ମର୍ଶ୍ରକ୍ଧାଳୁ ଭକ୍ତମାନେ ଉପଭୋଗ କରୁଛନ୍ତି ମାଁଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ, ଏହା ହିଁ ସମସ୍ତଙ୍କ ପ୍ରାର୍ଥନା।ରିପୋର୍ଟ: ଜଗନ୍ନାଥନୟକ ପୀଠରେ କ୍ଷୋହଳ ଦିନର ନବରାତ୍ର ପୂଜାକୁ ନେଇ ଭକ୍ତଙ୍କ ମଧ୍ୟରେ ରହିଛି ଅପାର ଉତ୍ସାହ ଓ ଭକ୍ତିଭାବ। ଏଥିମଧ୍ୟରେ ଅର୍ଣ୍ଣଯ ଜ୍ଞ ଘୃତ ଯଜ୍ଞଓଷୋହଳଦିନ ବ୍ୟାପି ସାସ୍କୃତିକ କାର୍ଯ୍ୟକର୍ମର୍ଶ୍ରକ୍ଧାଳୁ ଭକ୍ତମାନେ ଉପଭୋଗ କରୁଛନ୍ତି ମାଁଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ, ଏହା ହିଁ ସମସ୍ତଙ୍କ ପ୍ରାର୍ଥନା।

Smart Computer Ad
You might also like
error: Content is protected !!