ଚାନ୍ଦପୁରୁ: କାହ୍ନର ପ୍ରଥମ ଜନ୍ମବାର୍ଷିକ ଉଛବରେ ପାଲା କାର୍ଯ୍ୟକ୍ରମ

ଚାନ୍ଦପୁରୁ, ଜଗନ୍ନାଥ ନାୟକ: ଚ଼ିକିଟି ବ୍ଳକ ଅର୍ନ୍ତଗତ ଚାନ୍ଦପୁରୁ ଗ୍ରାମପଞ୍ଚାୟତ ତଭାର ଗ୍ରାମର ଯୁବ ବିଜେଡ଼ି କର୍ମି ମହେନ୍ଦ୍ର କୁମାର ସାହୁଙ୍କ ସାନଭାଇ ଉପେନ୍ଦ୍ର କୁମାର ସାହୁଙ୍କ ପୁତ୍ର(କାହ୍ନ) ପ୍ରଥମ ଜନ୍ମବାର୍ଷିକ ଉଛବରେ ପାଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏଥିରେ ମାଷ୍ଟର ରାମଚ଼ନ୍ଦ୍ର ପ୍ରଧାନ ବୋରିପଦର ଏବଂ ସାଥୀ କଳାକାର ମାନେ ଅଂଶଗ୍ରହଣ କରିଥିଲେ l ଜନ୍ମବାର୍ଷିକ ଉପଲକ୍ଷରେ ପରିବାର ବନ୍ଧୁଙ୍କ ସହ ଖୁସିରେ ପାଳନ କରାଯାଇଛି। 

Smart Computer Ad
You might also like
error: Content is protected !!