ଗିରି ବଜାର ଠିଆ ହେବ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ବ୍ରହ୍ମପୁର ମହାନଗର ନିଗମର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି l ଗିରି ବଜାର ନୂତନ ଢ଼ଙ୍ଗରେ ଠିଆ ହେବାକୁ ଯାଉଛି l ଏଥି ନେଲ ଚିତ୍ର ପ୍ରସ୍ତୁତ କରାଯାଇଛି l ଏହା ନିର୍ମାଣ ନେଇ ରୁଣ ଗ୍ରହଣ କରାଯିବ l ପୂର୍ବରୁ ପିପିପି ମଧ୍ୟମରେ ଏହାର ନିର୍ମାଣ ନେଇ ସ୍ଥିର ହୋଇଥିଲା l ମହାନଗର ଅଧିନସ୍ଥ ମଧ୍ୟରେ ଏହି କମପ୍ଲେକ୍ସ ଠିଆ ହେବାକୁ ଯାଉଛି l ୧୪୬ଟି ଦୋକାନ ଗୃହ ଏଠାରେ ଠିଆ ରହିବା ସହ ପୂର୍ବରୁ ଥିବା ପରିବା ଏବଂ ମାଛ ବଜାର ଏଥିରେ ସ୍ଥାନ ପାଇବାକୁ ଯାଉଛି l ଅନୁଷ୍ଟିତ ବୈଠକରେ କର୍ପୋରେଟରଙ୍କ ସମେତ ମେୟର ସଂଘମୀତ୍ରା ଦଳାଇ,କମିଶନର ପି ଅରବିନ୍ଦ ରlଜେଶିର୍କେ ଏବଂ ଅଧିକାରୀ ଉପସ୍ଥିତ ଥିଲେ l ଗତ ୪ବର୍ଷ ହେଲା ପୁରୁଣା କୋଠା ଭାଙ୍ଗିବା ଆରମ୍ଭ ହୋଇଥିଲା l ଏହାର ମାଲିକ ମାନେ କିଭଳି ନୂତନ ଗୃହ ସୁବିଧା ପାଇବେ ଆଲୋଚନା ହୋଇଛି l

You might also like
error: Content is protected !!