ଖୋର୍ଦ୍ଧା,(ସଞ୍ଜୀବ କୁମାର):-
୨୦୨୩ ମେ’ରେ ପ୍ରତ୍ୟାହାର ଘୋଷଣା ପରଠୁ ଫେରିଥିବା RBIର ସୂଚନା
ପ୍ରତ୍ୟାହାର ସତ୍ତ୍ୱେ ୨ ହଜାର ଟଙ୍କିଆ ନୋଟ୍ ବୈଧ ଟେଣ୍ଡର ଭାବରେ ରହିଛି
RBI ଇସ୍ୟୁ ଅଫିସ୍ ଓ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ବିନିମୟ, ଜମା ସୁବିଧା ଉପଲବ୍ଧ
୩.୫୬ ଲକ୍ଷ କୋଟିରୁ କେବଳ ୬୧୮୧ କୋଟି ବଜାରରେ ରହିଛି*
ବିମୁଦ୍ରୀକରଣ ଶୂନ୍ୟତା ଦୂର ପାଇଁ ଛପା ଯାଇଥିଲା ୨ ହଜାର ଟଙ୍କିଆ ନୋଟ୍