ଖୋର୍ଦ୍ଧା(ସଞ୍ଜୀବ କୁମାର):-
ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଶସି ଶବ୍ଦ ନାହିଁ
ଏନେଇ ‘ଏକ୍ସ’ ଯୋଗେ ସତର୍କ ରହିବାକୁ ଓଡ଼ିଶା ପୋଲିସର ସୂଚନା
ଆଜିକା ଦିନରେ ସାଇବର ଅପରାଧିମାନେ ବିଭିନ୍ନ ଉପାୟରେ ଠକୁଛନ୍ତି.
ନ୍ୟାୟିକ ଅଧିକାରୀ, ପୋଲିସ, CBI, କଷ୍ଟମ୍ସ ଅଧିକାରୀ କହି ଠକୁଛନ୍ତି
ଏଭଳି ଫୋନ୍ କଲ୍ ଆସିବା ମାତ୍ରେ ନିକଟସ୍ଥ ଥାନା ବା ୧୯୩୦କୁ ଜଣାନ୍ତୁ.