ବାଲିଗୁଡା ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ଶାନ୍ତି ପଣା ବଣ୍ଟନ କାର୍ଯ୍ୟକ୍ରମ

ବାଲିଗୁଡା,୦୬/୦୪ [ସୁକାନ୍ତ କୁମାର ତ୍ରିପାଠୀ ]ବାଲିଗୁଡା ପଞ୍ଚୁଦଣ୍ଡ ପରିଚାଳନା କମିଟି ତରଫରୁ ଆୟୋଜିତ ୧୩ଶମ୍ଭୁ ମିଳନ ଅବସରରେ ଶ୍ରୀ ସତ୍ୟସାଇ ସେବା ସମିତି ବାଲିଗୁଡା ଶାନ୍ତି ପଣା ବଣ୍ଟନ କାର୍ଯ୍ୟକ୍ରମ ପିବ୍ଲୁଡ଼ି ଛକ ଠାରେ କରାଯାଇଥିଲା | ଭାଗବାନ ବାବାଙ୍କ ଦିବ୍ୟ ଉପସ୍ଥିତି ରେ ଆୟୋଜିତବାଲିଗୁଡା ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ଶାନ୍ତି ପଣା ବଣ୍ଟନ କାର୍ଯ୍ୟକ୍ରମବାଲିଗୁଡା ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ଶାନ୍ତି ପଣା ବଣ୍ଟନ କାର୍ଯ୍ୟକ୍ରମ ବାଲିଗୁଡା ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ଶାନ୍ତି ପଣା ବଣ୍ଟନ କାର୍ଯ୍ୟକ୍ରମବାଲିଗୁଡା ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ଶାନ୍ତି ପଣା ବଣ୍ଟନ କାର୍ଯ୍ୟକ୍ରମଶାନ୍ତିପଣାକୁ ଗାଁ ଗହଳି ରୁ ଆସିଥିବା ଭକ୍ତ ଗଣ ପାନକରି ଥିଲେ |ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ସେବାଦଳ ଭାଇମାନେ ଏହି ପଣାବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |ଶେଷରେ ଭାଗବାନ ବାବା ଙ୍କ ଆରତୀ ସହ ଉକ୍ତ କାର୍ଯ୍ୟକ୍ରମ ର ସମପନ କରାଯାଇଥିଲା |

You might also like
error: Content is protected !!