ଅବସରପ୍ରାପ୍ତ ଆର୍‌ପିଏଫ୍ କର୍ମଚାରୀ ନିଖୋଜ

ବ୍ରହ୍ମପୁର, (ବ୍ୟୁରୋ) : ଅବସରପ୍ରାପ୍ତ ଆର୍‌ପିଏଫ୍ କର୍ମଚରୀ ଲକ୍ଷ୍ମୀଚରଣ ଶତପଥୀ ରାୟଗଡ଼ା ଜିଲ୍ଲା ମା’ ମଝିଘରିଆଣି ମନ୍ଦିରରୁ ବୁଧବାର ସନ୍ଧ୍ୟାରେ ନିଖୋଜ ହୋଇଯାଇଛନ୍ତି ।

ଅବସରପ୍ରାପ୍ତ ଆର୍‌ପିଏଫ୍ କର୍ମଚାରୀ ନିଖୋଜବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାସିନ୍ଦା ଲକ୍ଷ୍ମୀଚରଣ ମାନସିକ ଭାବେ ଦୁର୍ବଳ ଅଟନ୍ତି । ଗତ କାଲି ସନ୍ଧ୍ୟା ଆଳତୀ ଦର୍ଶନ ପରଠାରୁ ନିଖୋଜ ଅଛନ୍ତି । ପରିବାର ପକ୍ଷରୁ ଏନେଇ ରାୟଗଡ଼ା ଥାନାରେ ଅଭିଯୋଗ ପରେ ପୋଲିସ୍ ଖୋଜାଖୋଜି କରୁଥିବା ସୂଚନା ମିଳିଛି ।

You might also like
error: Content is protected !!