ପୂଜକ ସମାଜର କର୍ମକର୍ତ୍ତା ନିର୍ବାଚନ 

ନୟାଗଡ (ପ୍ରଭାକର ଶିରୋମଣି ):-କଣ୍ଟିଲୋ ଶ୍ରୀ ନୀଳମାଧଵ ଜୀଉଙ୍କ ପୂଜକ ସମାଜର ବାର୍ଷିକ ନିର୍ବାଚନ ୨୦୨୫ – ୨୬ ମସିହା ପାଇଁ ନୂତନ କର୍ମ କର୍ତ୍ତା ନିର୍ବାଚନ ଶେଷ ହୋଇଛି l  ପରିଚାଳନା କମିଟିର ସଭାପତି ଭାବେ ମନୋଜ କୁମାର ମିଶ୍ର , ଉପ ସଭାପତି ସୀମାଞ୍ଚଳ ମିଶ୍ର, ସମ୍ପାଦକ ହୃଷିକେଶ ମିଶ୍ର, ସହ ସମ୍ପାଦକ ରମାକାନ୍ତ ମିଶ୍ର, କୋଷାଧ୍ୟକ ଚିତ୍ତରଞ୍ଜନ ମିଶ୍ର ଓ ଲାଇବ୍ରେରୀ ଆନ ଶ୍ରବଣ ରାମ ମିଶ୍ର ନିର୍ବାଚିତ ହୋଇଥିବା ଜଣାଯାଇଛି l ଏହି ନିର୍ବାଚନ ପ୍ରକ୍ରିୟା କୁ ରବୀନ୍ଦ୍ର ନାଥ ମିଶ୍ର ପରିଚାଳନା କରିଥିଲେ l 

You might also like
error: Content is protected !!