ମାଣ୍ଡିଆପଲ୍ଲୀ ଗ୍ରାମରେ ଶ୍ମାଶନ ସଫେଇ କାଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, ନ୍ୟୁଜନର୍ଭ: ମାଣ୍ଡିଆପଲ୍ଲୀ ଗ୍ରାମରେ ୧୯-୦୧- -୨୦୨୫ ରବିବାର ସକାଳ ୭ ଘଣ୍ଟିକl ସମୟରେ ଭାରତ ବିକାଶ ରୁରାଳ ଡେବଲପମେଣ୍ଟ ଆଶ୍ସୋସିଏସନ ଟ୍ରଷ୍ଟ ତରଫରୁ ମାଣ୍ଡିଆପଲ୍ଲୀ ଗ୍ରାମରେ ଶ୍ମାଶନ ସଫେଇ କାଯ୍ୟକ୍ରମ କରାଯାଇଛି l ମାଣ୍ଡିଆପଲ୍ଲୀ ଗ୍ରାମରେ ଶ୍ମାଶନ ସଫେଇ କାଯ୍ୟକ୍ରମ ଅନୁଷ୍ଠିତଭାରତ ବିକାଶ ରୁରାଳ ଡେବଲପମେଣ୍ଟ ଆଶ୍ସୋସିଏସନ ଟ୍ରଷ୍ଟ ସମସ୍ତ ସଦସ୍ୟ ଓ ମାଣ୍ଡିଆପଲ୍ଲୀ ଗ୍ରାମ ସଭାପତି ଓ ଗ୍ରାମ କମିଟି ମେମ୍ବର ମାନେ ସହଯୋଗରେ ସଫେଇ କାଯ୍ୟକ୍ରମ କରାଯାଇଥିଲା l

Smart Computer Ad
You might also like
error: Content is protected !!