ବ୍ରହ୍ମପୁର ଉତ୍କଳ ନଗର ଡିଫେନ୍ସ କଲୋନୀରେ ନୂଆ ବର୍ଷ ପଳିତ

ବ୍ରହ୍ମପୁର (ବିଚିତ୍ର ସାହୁ):-ଉତ୍କଳ ନଗର ଡିଫେନ୍ସ କଲୋନୀରେ ନୂଆ ବର୍ଷ ପଳିତ ହୋଇଯାଇଛି l ସଭାପତି ଶରତ ଚନ୍ଦ୍ର ରଥ ନୂଆ ବର୍ଷର ଶୁଭ କାମନା ଏବଂ ଶୁଭେଚ୍ଛା ଜଣାଇଥିଲେ l ଏହି ଅବସରରେ ମନୋରଂଜନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା l ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଉଥିଲା l ସଭାପତି ଶ୍ରୀ ରଥ, ଉପ ସଭାପତି ତ୍ରିନାଥ ସାହୁ, ସଂପାଦକ ତ୍ରିନାଥ ପାଢ଼ୀ, କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ବେହେରା,ପ୍ରଦୀପ କୁମାର ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ l ଦେବେନ୍ଦ୍ର ସାହୁ,ରମେଶ ଚନ୍ଦ୍ର ଲେଙ୍କା, ଭିକାରି ବେହେରା,ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ମିଟୁ ବିଷୋୟୀଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ l

You might also like
error: Content is protected !!