ଭାରତ ବିକାଶ ରୁରାଲ୍ ଡେବଲପ୍ ମେଣ୍ଟ ଏଶୋଶିଏସନ୍ ତରଫରୁ ମାଣ୍ଡିଆପଲ୍ଲୀ କଲ୍ୟାଣ ମଣ୍ଡପ ଠାରେ ନୂତନ ବର୍ଷର ଅଭିନନ୍ଦନ

ମାଣ୍ଡିଆପଲ୍ଲୀ, ବ୍ରହ୍ମପୁର[ବିଚିତ୍ର ସାହୁ]:-ଭାରତ ବିକାଶ ରୁରାଲ୍ ଡେବଲପ୍ ମେଣ୍ଟ ଏଶୋଶିଏସନ୍ ତରଫରୁ ମାଣ୍ଡିଆପଲ୍ଲୀ କଲ୍ୟାଣ ମଣ୍ଡପ ଠାରେ ନୂତନ ବର୍ଷର ଅଭିନନ୍ଦନ ଉପଲକ୍ଷେ ଏକ କାର୍ଯକ୍ରମର ଆୟୋଜନ କରାଯାଇଛି ‌।ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୩୨ ଜଣ ଗରିବ ଵୃଦ୍ଧ, ବୃଦ୍ଧା ଓ ଭୀନ୍ନକ୍ଷମ ଲୋକମାନଙ୍କୁ କମ୍ବଳ ବଣ୍ଟନ ର ବ୍ୟବସ୍ତା କରାଯାଇଥିଲା।ଭାରତ ବିକାଶ ରୁରାଲ୍ ଡେବଲପ୍ ମେଣ୍ଟ ଏଶୋଶିଏସନ୍ ତରଫରୁ ମାଣ୍ଡିଆପଲ୍ଲୀ କଲ୍ୟାଣ ମଣ୍ଡପ ଠାରେ ନୂତନ ବର୍ଷର ଅଭିନନ୍ଦନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଙ୍ଗେଇଲୁଣ୍ଡା ଗ୍ରାମପଂଚାୟତ ସରପଞ୍ଚ ଶ୍ରିମତୀ ନମିତା କୁମାରି ମହାଙ୍କୁଡ,ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି ସଭ୍ୟ ଶ୍ରୀ କୃଷ୍ଣଚନ୍ଦ୍ର ମହାଙ୍କୁଡ ଭାରତ ବିକାଶ ରୁରାଲ୍ ଡେବଲପ୍ ମେଣ୍ଟ ଏଶୋଶିଏସନ୍ ଟ୍ରଷ୍ଟ ର ସଭାନେତ୍ରୀ ପ୍ରତିମା ଵେହେରା,ସଂପାଦକ ସାନ୍ତନୁୁ କୁମାର ସାହୁ,ପରିଚାଳକ ସୁରେଶ ଚନ୍ଦ୍ର ବେହେରା, ମାଣ୍ଡିଆ ପଲ୍ଲୀ ଗ୍ରାମ ସଭାପତି ନନ୍ଦ ରେଡି,ସମାଜସବୀ କ୍ୟାପ୍ଟନ୍ ଶ୍ରୀନିବାସ ମହାରଣା,ରୁଦ୍ର ପ୍ରସାଦ ପାତ୍ର, ରମେଶ ଚନ୍ଦ୍ର ନାୟକ, ନରସିଂହ ଗୈ।ଡ ,ପି କ୍ରୀଷ୍ଣା ରେଡି ସମେତ ଅନ୍ୟାନ୍ୟ କର୍ମ କର୍ତ୍ତାଙ୍କ ସହଯୋଗ ଦ୍ଵାରା କାର୍ଯକ୍ରର ଆୟୋଜନ କରାଯାଇଛି ।ଏହି ଉତ୍ସ ବରେ ଆଶା ପବ୍ଲିକ୍ ସ୍କୁଲର କୁନୀ କୁନୀ ପିଲାମାେନ ନୃତ୍ଯ ପରିବେଷଣ କରିଥିଲେ l

You might also like
error: Content is protected !!