Browsing Category
Uncategorized
ପିପୁଲସ କଲେଜରେ ଷ୍ଟାର୍ଟ ଅଫ ଓଡିଶା ପ୍ରୋଗ୍ରାମ
ବୁଗୁଡା,(ସୋରେନ କୁମାର ପ୍ରଧାନ):-
ବୁଗୁଡା ପିପୁଲସ କଲେଜର ସମ୍ମିଳନୀ କକ୍ଷରେ ଜୁଲାଇ ୧୦ ତାରିଖ ଦିନ ଷ୍ଟାର୍ଟ ଅଫ ଓଡିଶା!-->!-->!-->…
ଗୁରୁ ପୂର୍ଣ୍ଣିମା ଅବସରରେ ସ୍ଵାଗତ ସମାରୋହ
ବାଲିଗୁଡା,୧୦/୦୭:(ସୁକାନ୍ତ କୁମାର ତ୍ରିପାଠୀ) ବାଲିଗୁଡ଼ା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରେ +୩କଳା ବିଜ୍ଞାନ ଓ ବାଣିଜ୍ୟ!-->…
କେନ୍ଦ୍ରୀୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତ
ଆର,ଉଦୟଗିରି(ମନୋଜ ପାଢୀ):-
କେନ୍ଦ୍ରୀୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶକ ,ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍!-->!-->!-->…
ବନ ବିଭାଗ ର ୭୬ ତମ ବନ ମହୋତ୍ସବ |
ଆର,ଉଦୟଗିରି(ମନୋଜ ପାଢୀ):-
ମୋହନା ହିଲ ଟପ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରିଣୀ ଅଧ୍ୟାପିକା ରୀତା କୁମାରୀ!-->!-->!-->…
ଆଶାକର୍ମୀଙ୍କ ଆକ୍ରୋଶରୁ ବର୍ତ୍ତିଲେନି ସାମ୍ବାଦିକ
ଆର,ଉଦୟଗିରି(ମନୋଜ ପାଢୀ):-
ଆଜି ଭାରତ ବନ୍ଦର ପ୍ରଭାବ ମୋହନାରେ ପଡ଼ିଥିବା ବେଳେ ମୁଖ୍ୟ ଜାତୀୟ ରାଜରାସ୍ତାରେ 326 A ରାସ୍ତାରେ ଗାଡି!-->!-->!-->…
ଆଜି ଜୁଲାଇ ୧୦ର, ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା , ପ୍ରସ୍ତୁତି ଶେଷ
ବ୍ରହ୍ମପୁର,(ବିଚିତ୍ର ସାହୁ):-
ବ୍ରହ୍ମପୁର ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ ସଂସ୍କୃତି ଆମ ପରମ୍ପରା ତରଫରୁ ଜୁଲାଇ ୧୦ତାରିଖ!-->!-->!-->…
ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ ପାଳନ
ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):-
ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ ସାରା ଓଡ଼ିଶାରେ ପାଳନ କରାଯାଉଥିବା ବେଳେ ଘୁମୁସର ଜିଲ୍ଲା!-->!-->!-->…
ହଠାତ୍ ପୋଲ ଦୁଇ ଫାଳ ୯ ମୃତ
ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଗୁଜରାଟରେ ଭୁଶୁଡ଼ିଲା ପୋଲ; ୯ ମୃତ, ୧୦ ଗୁରୁତର ମହିସାଗର ନଦୀ ଉପରେ ଥିବା ପୋଲ ହଠାତ୍ ଦୁଇ ଫାଳ ପୋଲ!-->!-->!-->…
ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା
ବ୍ରହ୍ମପୁର,(ବିଚିତ୍ର ସାହୁ):-
ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ,ଛତ୍ରପୁର ନିକଟ ଜାତୀୟ ରାଜପଥରେ ଚଢ଼ାଉ କଲା ଭିଜିଲାନ୍ସ!-->!-->!-->…
କେଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବ୍ରହ୍ମପୁରରେ ଧର୍ମଘଟ ପାଳନ
ବ୍ରହ୍ମପୁର,(ବିଚିତ୍ର ସାହୁ):-
ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ କର, ଚାଷୀ ଫସଲର ଲାଭଜନକ ଦର ପାଇଁ ଆଇନ ପ୍ରଣୟନ କର, ଦର କମାଅ,!-->!-->!-->…