ହଠାତ୍ ପୋଲ ଦୁଇ ଫାଳ ୯ ମୃତ Uncategorized By News Nerve Posted On Jul 9, 2025 Share ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଗୁଜରାଟରେ ଭୁଶୁଡ଼ିଲା ପୋଲ; ୯ ମୃତ, ୧୦ ଗୁରୁତର ମହିସାଗର ନଦୀ ଉପରେ ଥିବା ପୋଲ ହଠାତ୍ ଦୁଇ ଫାଳ ପୋଲ ଉପରୁ ନଦୀକୁ ଖସି ପଡ଼ିଲା ୫ରୁ ଅଧିକ ଗାଡ଼ି ୯ ମୃତଦେହ ଉଦ୍ଧାର, ଗୁରୁତର ୧୦ ଜଣ ମେଡ଼ିକାଲରେ ଭର୍ତ୍ତି Share