ନୂଆପଡ଼ା ମାରାଗୁଡ଼ା ଲୋକମହୋତ୍ସବ–୨୦୨୬ ପାଇଁ ବାଜିଲା ବିଗୁଲ୍: କମିଟି ସଦସ୍ୟଙ୍କ ଦ୍ଵାରା ପୋଷ୍ଟର ଉନ୍ମୋଚିତ
ନୂଆପଡ଼ା,(ଏସ.ଏମ.ପି):-
ନୂଆପଡା ଜିଲ୍ଲାର ଇତିହାସ ଐତିହ୍ୟ ଲୋକକଳା ଓ ସଂସ୍କୃତି ର ମହାପାର୍ବଣ " ମାରାଗୁଡ଼ା ଲୋକମହୋତ୍ସବ–୨୦୨୬"ର ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରଚାର ଫର୍ଦ୍ଦ (ପୋଷ୍ଟର) ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ଵରେ ଉନ୍ମୋଚିତ ହୋଇଯାଇଛି । ବିଭିନ୍ନ କମିଟିର!-->!-->!-->…