ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଖରାଦିନେ ବିଦ୍ୟୁତ କାଟ ନ କରିବାକୁ ଶକ୍ତି ବିଭାଗକୁ ନିର୍ଦେଶ ଦେଇଛି ରାଜସ୍ବ ବିଭାଗ ୩୧ ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ହିଟୱେଭ ଆକ୍ସନ ପ୍ଲାନ ୩୦ ଜିଲ୍ଲା ଓ ଟ୍ୱିନ ସିଟି ପାଇଁ ପ୍ରସ୍ତୁତ ହୋଇଛି ହିଟୱେଭ ଆକ୍ସନ ପ୍ଲାନ ରାଜ୍ୟ ଓ ଜିଲ୍ଲାସ୍ତରରେ ଖୋଲିଛି କଣ୍ଟ୍ରୋଲ ରୁମ ଜାତୀୟ ବିପର୍ଯୟ ତାଲିକାରେ ସାମିଲ ହେବ ହିଟୱେଭ , ସୁପାରିଶ କରିଛନ୍ତି ୧୬ ତମ ଅର୍ଥ କମିସନ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ