ସାବିତ୍ରୀ ଅମାବାସ୍ୟାରେ “ସାବିତ୍ରୀ ବେଶ”ରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ ପାଟଖଣ୍ଡା

ବାଲିଗୁଡା : ୧୬/୦୫ ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ପୀଠରେ ସାବିତ୍ରୀ ଅମାବାସ୍ୟା ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପବିତ୍ର ଅବସରରେ ମା’ ପାଟଖଣ୍ଡା “ସାବିତ୍ରୀ ବେଶ”ରେ…

ବାଲିଗୁଡାରେ ନିଷ୍ଠାର ସହ ପାଳିତ ହେଲା ପବିତ୍ର ସାବିତ୍ରୀ ଅମାବାସ୍ୟା

ବାଲିଗୁଡା,୧୬/୦୫ (ସୁକାନ୍ତ କୁମାର ତ୍ରିପାଠୀ) : କନ୍ଧମାଳ ଜିଲ୍ଲାର ବାଲିଗୁଡା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପବିତ୍ର ସାବିତ୍ରୀ ଅମାବାସ୍ୟା ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇଯାଇଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ସଧବା ନାରୀମାନେ ଏହି ପବିତ୍ର ବ୍ରତ ପାଳନ କରି ସ୍ୱାମୀଙ୍କ ଦୀର୍ଘାୟୁ…

ଚିନି ରପ୍ତାନି ବନ୍ଦ କରିବା ପାଇଁ ଭାରତ ସରକାରଙ୍କ ବଡ଼ ଘୋଷଣା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଶିଳ୍ପ ଓ ବାଣିଜ୍ୟ ବିଭାଗ ଅଧୀନରେ ଥିବା DGF ପକ୍ଷରୁ ଘୋଷଣାମୁଦ୍ରାସ୍ଫୀତି ଓ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତିସେପ୍ଟେମ୍ବର ୩୦ ଯାଏ ଚିନି ରପ୍ତାନି ବନ୍ଦ ନେଇ ସରକାରଙ୍କ ଘୋଷଣାୟୁରୋପିଆନ ୟୁନିୟନ ଓ USA ଉପରେ ଲାଗୁ ହେବନି…

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ କୋରାପୁଟ ଏକ୍ସପ୍ରେସ୍, ସପ୍ତାହରେ ତିନି ଦିନ ଚାଲିବ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ପର୍ଯ୍ୟନ୍ତ ଗଡ଼ିବ ପୁରୀ-କୋରାପୁଟ ଏକ୍ସପ୍ରେସ୍ । ସପ୍ତାହରେ ତିନି ଦିନ ଚାଲିବାକୁ ଥିବା ଏହି ଟ୍ରେନ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଯୋଗାଯୋଗ ବୃଦ୍ଧି କରିବା ସହ ତୀର୍ଥଯାତ୍ରୀ ଓ ସାଧାରଣ ଯାତ୍ରୀମାନଙ୍କ ପାଇଁ…

ଦୁଇ ଦିନ ଭର୍ଚୁଆଲ ଶୁଣାଣି ସୁପ୍ରିମକୋର୍ଟରେ ସପ୍ତାହକୁ ହେବ , ଇନ୍ଧନ ବଞ୍ଚେଇବା ପାଇଁ ବଡ଼ ନିଷ୍ପତ୍ତି

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁରୋଧ ଅନୁସାରେ ସୁପ୍ରିମକୋର୍ଟ ଶୁକ୍ରବାର କାର୍ଯ୍ୟକ୍ରମରେ ନୁଆ ସର୍କୁଲାର ଜାରି କରାଯାଇଛି । ଯେଉଁଥିରେ ଅଦାଲତର ଶୁଣାଣି ଏବଂ କର୍ମଚାରୀଙ୍କ କାମ କରିବାର ତରିକାରେ ସାମାନ୍ୟ ପରିବର୍ତ୍ତନ ଅଣାଯାଇଛି । ଏହି ନିଷ୍ପତ୍ତି…

କିଲୋମିଟର ପିଛା ୨ ପଇସା ବୃଦ୍ଧି ବଢ଼ିଲା ଘରୋଇ ବସ ଭଡ଼ା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ସାଧାରଣ ବସ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି । ଏକ କିଲୋ ମିଟରକୁ ପୂର୍ବରୁ ୮୮ ପଇସା ଭଡ଼ା ଥିବା ବେଳେ ଏବେ ତାହା ୯୦ ପଇସାରେ ପହଞ୍ଚିଛି । ସେହିପରି ଏକ୍ସପ୍ରେସ ବସ ଭଡ଼ା କିଲୋ ମିଟର ପିଛା ୯୨ ପଇସା ଥିବା ବେଳେ ଏବେ ୯୪ ପଇସା ହୋଇଛି,…

ସାବିତ୍ରୀ ସତ୍ୟବାନ ଉପାଖ୍ୟାନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ବହୁତ ଦିନ ପୂର୍ବେ, ମାଦ୍ରର ରାଜା ଅଶ୍ୱପତିଙ୍କ କନ୍ୟା ସାବିତ୍ରୀ ଅତ୍ୟନ୍ତ ତେଜସ୍ୱୀ ଏବଂ ତାଙ୍କ ସ୍ୱାମୀଙ୍କ ପ୍ରତି ସମର୍ପିତ ଥିଲେ। ଯେତେବେଳେ ତାଙ୍କ ବିବାହର ସମୟ ଆସିଲା, ସେ ବ୍ୟକ୍ତିଗତ ଭାବରେ ବନରେ ରହୁଥିବା ଜଣେ ରାଜକୁମାର ସତ୍ୟବାନଙ୍କୁ ତାଙ୍କ…

ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ୭୦ତମ ରେଳ ସେବା ପୁରସ୍କାର ସମାରୋହ-୨୦୨୫ ପାଳିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ୬୦ ଜଣ ରେଳ କର୍ମଚାରୀଙ୍କୁ “ରେଳ ସେବା ପୁରସ୍କାର–୨୦୨୫”ରେ ସମ୍ମାନିତ କରାଗଲା ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପକ୍ଷରୁ କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମ, ଉତ୍ସର୍ଗୀକୃତ ମନୋଭାବ ଏବଂ କଠିନ ପରିଶ୍ରମକୁ ସମ୍ମାନ ଜଣାଇ ରେଟଙ୍ଗ କଲୋନୀସ୍ଥିତ ରେଳବାଇ କଲ୍ୟାଣ…

ଅପରା ଜଳକ୍ରୀଡ଼ା ଏକାଦଶୀ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଜଳକ୍ରୀଡ଼ା ଏକାଦଶୀ ଏହାର ଅନ୍ୟନାମ " ଅପରା ଏକାଦଶୀ " ଭାବେ ଆଜିର ଦିନକୁ ପାଳନ କରାଯାଏ । କାରଣ ଏହି ଏକାଦଶୀ ବ୍ରତ ପାଳନ ଫଳରେ ବ୍ରତୀ ଅପାର ସଂସାର ସମୂହକୁ ସହଜରେ ପାରି ହୋଇଥାଏ । ଯେତେ ଯେତେ ମହାପାପ ଯଥା…
error: Content is protected !!