ଶିରୁଳି ମହାବୀର ମନ୍ଦିରରୁ ଲକ୍ଷାଧିକ ଟଙ୍କା ଚୋରି

ଖୋର୍ଦ୍ଧା (ସଞ୍ଜୀବ କୁମାର): ପୁରୀ ଜିଲ୍ଲା ଶିରୁଳି ମହାବୀର ମନ୍ଦିରରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଛି। ପ୍ରଥମେ ଟ୍ରାନସଫର୍ମର୍‌ରୁ ଲାଇନ୍ କାଟିବା ପରେ ଲୁଟ୍ ହୋଇଥିବା ଜଣାପଡ଼ିଛି। ହୁଣ୍ଡିରୁ ୫ରୁ ୭ ଲକ୍ଷ ଟଙ୍କା ଚୋରି ହୋଇଥିବା ଅନୁମାନ କରାଯାଉଛି।ଭିତର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। କାଲି ରାତି ୧ଟାରେ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍ କଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

You might also like
error: Content is protected !!